ବେଆଇନ୍ ଚୋରା ଗୁଟଖା କମ୍ପାନୀ ଉପରେ ଚଢ଼ାଉ

Get real time updates directly on you device, subscribe now.

ଜଗତପୁର: ବେଆଇନ ଚୋରା ଗୁଟ୍‌ଖା ଓ ନକଲି ଜର୍ଦ୍ଦା କମ୍ପାନୀ ଉପରେ ଚଢ଼ାଉ। ଜଗତପୁର ଥାନା ଅନ୍ତର୍ଗତ ନୂତନ ଶିଳ୍ପାଞ୍ଚଳ ଅଞ୍ଚଳରେ ଜଗତପୁର ପୋଲିସ ଚଢାଉ କରିଛି।
୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗୁଟ୍‌ଖା, ଜର୍ଦ୍ଦା ଓ ପାନ ମସଲା ସହିତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ପୋଲିସ୍ ଛାନ୍‌ଭିନ୍ ଆରମ୍ଭ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons