କୋଏଲ ନଦୀର ସ୍ରୋତରେ ଭାସିଗଲେ ୩ ଯୁବକ

Get real time updates directly on you device, subscribe now.

ରାଉରକେଲା: କୋଏଲ ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଯୁବକ। ମିଳିଥିବା ସୂଚନା ମୁତାବକ, ରାଉରକେଲାସ୍ଥିତ କୋଏଲ ନଦୀରେ ରବିବାର ଅପରାହ୍ନରେ ଗାଧୋଇବା ବେଳେ ଜଳ ସ୍ରୋତରେ ୩ ଜଣ ଭାସି ଯାଇଛନ୍ତି।ପିକନିକ୍ କରିବା ଲାଗି କିଛି ଯୁବକ ସାଙ୍ଗ ହୋଇ ଯାଇଥିଲେ।
ଝରିପାଣି ନିକଟରେ ଥିବା କୋଏଲ ନଦୀରେ ଗାଧୋଇଥିଲେ। ବର୍ତ୍ତମାନ ସୁଦ୍ଧା ୩ ଯୁବକଙ୍କ ପତ୍ତା ମିଳି ନାହିଁ। ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମିଶି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons