ଭିଜିଲାନ୍ସ ଜାଲରେ ମୁ୍ୟନିସିପାଲଟଇ ନିର୍ବାହୀ ଅଧିକାରୀ

Get real time updates directly on you device, subscribe now.

ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ମ୍ୟୁନିସିପାଲିଟି କାର୍ୟ୍ୟନିର୍ବାହୀ ଅଧିକାରୀ । ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ ।
ସୂଚନାନୁସାରେ, ସୁନ୍ଦରଗଡ ମ୍ୟୁନିସିପାଲିଟିର କାର୍ୟ୍ୟନିର୍ବାହୀ ଅଧିକାରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଅଧିକାରୀ ଅଶୋକ ମିଶ୍ର ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । କୌଣସି କାମ ପାଇଁ ସେ ଟଙ୍କା ନେଉଥିବା ଜଣାପଡିଛି ।ତେବେ ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons