ଟ୍ରାନ୍ସଫର୍ମର ପାଚେରୀକୁ ପିଟିଲା ଭ୍ୟାନ୍

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ସହର ମୀରା ଅଟୋ ଛକ ନିକଟରେ ଏକ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଠାରେ ଥିବା ଟ୍ରାନ୍ସଫର୍ମର ସୁରକ୍ଷା ପାଚେରୀରେ ଭ୍ୟାନଟି ପିଟି ହୋଇଥିବାବେଳେ ଏଥିରେ କେହି ମୃତାହତ ହୋଇନାହାନ୍ତି । ଗତ ଗୁରୁବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଗାଡିଟି ରାୟପୁରଠାରୁ ନବରଙ୍ଗପୁରକୁ ଫଳ ନେଇ ଆସୁଥିବାବେଳେ ମୀରା ଅଟୋ ଛକ ନିକଟ ବୁଲାଣିରେ ନିୟନ୍ତ୍ରଣ ହରାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons