ବେଲେଶ୍ୱର ବେଳାଭୂମିରେ ବିରଳ ସମୁଦ୍ର ଝିଙ୍କ!

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ): ବେଲେଶ୍ୱର ବେଳାଭୂମିରେ ଏକ ବିରଳ ପ୍ରଜାତିର ସାମୁଦ୍ରିକ ଜୀବ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ କହୁଛନ୍ତି ଏହା ସମୁଦ୍ର ଝିଙ୍କ । ପୁରୀ-କୋଣାର୍କ ମାର୍ଗ ଡିଫେନ୍ସ ପ୍ରତିÂାନ ସମ୍ମୁଖ ଜଙ୍ଗଲ ପାର୍ ହୋଇ ବେଳାଭୂମିରେ ପଡ଼ିଥିଲା ଏହି ଜୀବ । ଏଭଳି ଜୀବକୁ ସ୍ଥାନୀୟ ବାସିନ୍ଦା ଆଦୌ ଦେଖି ନଥିଲେ । ଏହାର ଆକୃତି ବିଚିତ୍ର । ପେଟୁଆ ଜୀବର ଦେହ ସାରା ଅସଂଖ୍ୟ କଣ୍ଟା ଭର୍ତ୍ତି ହୋଇଥିଲା । ଏହା ପଫର ଫିସ୍, ଗ୍ଲୋବ ଫିସ୍ ଓ ବ୍ଲୋ ଫିସ୍ ପ୍ରଜାତିର ବୋଲି ବିଶେଷଜ୍ଞ କହୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons