ବୋମା ମାଡ଼: ୪ ଡ଼କାୟତ ଗିରଫ

Get real time updates directly on you device, subscribe now.

ଡେଲାଙ୍ଗ: ବ୍ୟାଙ୍କରୁ ଡକାୟତି ଉଦ୍ୟମ ବେଳେ ୪ ଡକାୟତ ଗିରଫ । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିପୁର ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଉଦ୍ୟମ କରୁଥିବା ବେଳେ ୪ ଜଣ ଡକାୟତ ଗିରଫ ହୋଇଛନ୍ତି । ଅନ୍ୟ ୪ଜଣ ଜଣ ଫେରାର ହୋଇଯାଇଛନ୍ତି । ୪ଟି ଚୋରା ମଟର ସାଇକେଲ, ୫ଟି ଅଫୁଟା ବୋମା, ମାରଣାସ୍ତ୍ର ଜବତ ହୋଇଛି । ଏହି ସମୟରେ ପୋଲିସ ଉପରକୁ ମଧ୍ୟ ବୋମାମାଡ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons