କେନ୍ଦ୍ରାପଡା : ବ୍ରାହ୍ମଣୀ ନଦୀରେ ବୁଡି ଦୁଇ ଯୁବକ ନିଖୋଜ । ଗାଧୋଇବା ପାଇଁ ଯାଇଥିବା ବେଳେ ବୁଡିଯାଇ ଦୁଇ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକ ଧୂମାତ ଶାସନ ଗାଁର ବୋଲି ଜଣାପଡିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।

Comments are closed, but trackbacks and pingbacks are open.