ପୋଲିସ-ଜନତା ମୁହାଁମୁହିଁ, ପରମ୍ପରାକୁ ଅଟକାଇବାକୁ ଯାଇ ଖଣ୍ଡଯୁଦ୍ଧ

Get real time updates directly on you device, subscribe now.

ପିପିଲି:: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନରେ ଥିବା ବଳଙ୍ଗା ପ୍ରଧାନ ସାହିରେ ପୋଲିସ-ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ। ଗାଁରେ ଥିବା ଶହ ଶହ ବର୍ଷର ପରମ୍ପରାକୁ ଅଟକାଇବାରୁ ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି। ଘଟଣାସ୍ଥଳରେ ଅଧିକ ପୋଲିସ ମୁତୟନ କରାଯାଇଛି ।
ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନରେ ଥିବା ବଳଙ୍ଗା ପ୍ରଧାନ ସାହିରେ ନାଗା ନାଚ ହେବାର ଶହ ସହ ବର୍ଷର ପରମ୍ପରା ରହିଛି। ହେଲେ କରୋନା ମହାମାରୀ କାରଣରୁ ଚଳିତ ବର୍ଷ ବଳଙ୍ଗା ଥାନା ଗାଁରେ ନାଗା ନାଚ କରିବାକୁ ବିରୋଧ କରିଥିଲା। ଏଥିରେ ସ୍ଥାନୀୟ ଲୋକମାନେ ଉତ୍ତ୍ୟକ୍ତ ହୋଇ ବଳଙ୍ଗା ପୋଲିସ ଉପରକୁ ଆକ୍ରମଣ କରିଛନ୍ତି। ତେବେ ଏହି ଘଟଣା ଉପରେ ପିପିଲି ଏସଡିପିଓ ଓ ପୁରୀ ଏସପି ତଦନ୍ତ କରୁଛନ୍ତି।

ରିପୋର୍ଟ: ରାଜ ପ୍ରସାଦ ଦାସ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons