ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ

Get real time updates directly on you device, subscribe now.

ଦିଗପହଣ୍ଡି: କୈଠଖଣ୍ଡି-ତାଲିସିଙ୍ଗି ମଧ୍ୟରେ ରହିଥିବା କେନାଲ ପାଶ୍ୱର୍ରେ ଥିବା ଗମ୍ଭାରୀ ଗଛରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଦିଗପହଣ୍ଡି ପୁଲିସୠତ ସନ୍ଧ୍ୟାରେ ଠାବ କରିଛି । ମହିଳା ଜଣକ ହେଲେ ତଲାସିଙ୍ଗି ଗ୍ରାମର ସ୍ୱର୍ଗତ ଜାଗିଲି ନାୟକଙ୍କ ସ୍ତ୍ରୀ ଯମୁନା (୩୬) । ଆଜି ସକାଳୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ୍ ପଠାଯାଇଛି । ଏନେଇ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଆଇଆଇସି ବସନ୍ତ ସେଠୀ ସୂଚନା ଦେଇଛନ୍ତି । ମହିଳାଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି । ତାଙ୍କର ୧୬ ବର୍ଷର ଏକମାତ୍ର ୧୬ ବର୍ଷର ଝିଅ ରହିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons