ନୂତନ ଶୈଳୀରେ ପ୍ରସ୍ତୁତ ଆଇରନ ପେଡି, କମ ଖର୍ଚ୍ଚରେ ଅଧିକା ଉପାର୍ଜନ

Get real time updates directly on you device, subscribe now.

ନବରଙ୍ଗପୁର:ପୋଷାକ ଆଇରନ କରି ପେଟ ପୋଷୁଥିବା ଜଣେ ବ୍ୟକ୍ତି ଆଜିର ଦିନରେ ଜାଳେଣିର ଘୋର ଅଭାବ ଯୋଗୁଁ କୋଇଲାକୁ ଅତ୍ୟଧିକ ଦାମରେ କିଣି ଦୋକାନ ଚଲେଇବା କଷ୍ଟକର ହୋଇ ପଡୁଥିଲା ଜ୍ଝ ଫଳରେ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିଥିବା ବେଳେ ୟୁଟୁବରେ ଆଧୁନିକ ପ୍ରଣାଳୀରେ ପ୍ରସ୍ତୁତ ଆଇରନ ପେଡିକୁ ଦେଖି ସେଥିପ୍ରତି ଆକୃଷ୍ଟ ହୋଇ ଅନଲାଇନରେ ତାହା ମଗାଇଥିଲେ। ସେଥିରେ ଅଳ୍ପ ଖର୍ଚରେ ଅଧିକ ଉପାର୍ଜନ ତରିକା ଆପଣାଇଛନ୍ତି ନବରଙ୍ଗପୁର ଜିଲା ପାପଡାହାଣ୍ଡି ସଦର ମହକୁମାର ତ୍ରିନାଥ ନାୟକ।

ନବରଙ୍ଗପୁର ଗଗନ ଗନ୍ତାୟତ ଙ୍କ ରିପୋର୍ଟ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons