ସାରା ବିଶ୍ବରେ Facebook, Whatsapp ଏବଂ Instagram ବନ୍ଦ

Get real time updates directly on you device, subscribe now.

ସାରା ବିଶ୍ବରେ ଫେସବୁକ୍‌, ହ୍ବାଟସ୍‌ଆପ୍‌ ଏବଂ ଇନଷ୍ଟାଗ୍ରାମ ବନ୍ଦ । ହଠାତ୍‌ ବନ୍ଦ ହୋଇଗଲା ବିଶ୍ବର ଏହି ୩ ଲୋକପ୍ରିୟ ତଥା ମାଇକ୍ରୋ ବ୍ଲଗିଂ ସାଇଟ୍‌ । ଯାହାଫଳରେ ୟୁଜରମାନେ ଚିନ୍ତାରେ ପଡିଯାଇଛନ୍ତି । ତିନିଟି ଯାକ ସାଇଟ୍‌ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ତେବେ ପ୍ରକୃତରେ କାହିଁକି ଏଭଳି ହୋଇଛି ତାହା ଜଣାପଡିନଥିବା ବେଳେ ୟୁଜରମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି । କୌଣସି ମେସେଜ୍‌ ପଠାଇ ହେଉନଥିବା ବେଳେ ସାଇଟ୍‌ ମଧ୍ୟ ଖୋଲୁନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons