କଳାହାଣ୍ଡିରେ ଲାଗିଲା ମାଓ ପୋଷ୍ଟର

Get real time updates directly on you device, subscribe now.

କଳାହାଣ୍ଡି : ପୁଣି କଳାହାଣ୍ଡିରେ ଲାଗିଲା ମାଓ ପୋଷ୍ଟର । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ହରଲାଗଂରେ ସିପିଆଇ ମାଓବାଦୀଙ୍କ ପୋଷ୍ଟର ବ୍ୟାନର ଉଦ୍ଧାର କରାଯାଇଛି ।
ପୋଷ୍ଟର ମାଧ୍ୟମରେ ଜୁଲାଇ ୨୬ ରୁ ଅଗଷ୍ଟ ୩ ତାରିଖ ପର‌୍ୟନ୍ତ ଗାଁ ଗାଁରେ ଶହୀଦ ଦିବସ ପାଳନ ପାଇଁ ଆହ୍ବାନ ଦେଇଛନ୍ତି ମାଓବାଦୀ । ଉର୍ଲାଦାନୀ ସିଆରପିଏଫ କ୍ୟାମ୍ପରୁ ଚାରି କିମି ଦୂରରେ ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ଆହ୍ବାନ ଦେଇଛନ୍ତି ମାଓବାଦୀ । ଯାହାକୁ ନେଇ ସ୍ଥାନୀୟବାସିନ୍ଦା ଭୟରେ ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons