ମହୁମାଛି ଆକ୍ରମଣରେ ବାଳିକା ମୃତ

Get real time updates directly on you device, subscribe now.

କାକିରିଗୁମ୍ମା,(ବି.ବି.ନୁ୍ୟଜ): କାକିରିଗୁମ୍ମା ଥାନା ଗୌଡଗୁଡା ସଦର ମହକୁମାରେ ମହୁମାଛି ଆକ୍ରମଣରେ ଜଣେ ନାବାଳିକାର ମୃତୁ୍ୟ ଘଟିଛି । ମୃତା ହେଲେ ରଜନୀ ମୁଦୁଲି(୧୫) । ଆଜି ପୂର୍ବାହ୍ନରେ ରଜନୀ ତାଙ୍କ ଧାନବିଲକୁ କାମ କରିବାକୁ ପରିବାରର ସଦସ୍ୟଙ୍କ ସହ ଯାଇଥିଲେ । ହଠାତ୍ ମହୁମାଛିମାନେ ସେମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଗୁରୁତର ହୋଇପଡ଼ିଥିବା ରଜନୀକୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons