ରାଜ୍ୟସ୍ତରୀୟ ରାଜୀବଗାନ୍ଧୀ ପ୍ରତିଭା ପୁରସ୍କାରରେ ସମ୍ମାନିତ ହେଲେ ମାଟିର କଳାକାର ଚନ୍ଦନା

Get real time updates directly on you device, subscribe now.

ବଲାଙ୍ଗୀରରୁ ଗୁପ୍ତେଶ୍ୱର ପୃଷ୍ଟି : ଭାରତରତ୍ନ ଶ୍ରୀ ରାଜୀବ ଗାନ୍ଧୀ ଙ୍କ ୩୧ ତମ ଶ୍ରଦ୍ଧ ବାର୍ଷିକି ଅବସରରେ । ଓଡିଶା ରଜୀବଗାନ୍ଧୀ ଛାତ୍ର ଫୋରମ ଓ ରଜୀବଗାନ୍ଧୀ ଷ୍ଟଡ଼ି ସର୍କଲ ଓଡିଶା ପକ୍ଷରୁ ଜୟଦେବ ଭବନ ଭୁବନେଶ୍ୱର ଠାରେ ଆଜି ବଲାଙ୍ଗୀର ମାଟି ଗୌରବ ତଥା ପଶ୍ଚିମ ଓଡିଶା ମାଟିର ସୁନାମ ଧନ୍ୟ କଳାକାର ଚନ୍ଦନା ସିଂ ଙ୍କୁ ସମ୍ନାନିତ କରଯାଇଛି। ସମ୍ବଲପୁରୀ ଫ୍ଲୋକ ନୃତ୍ୟ ରେ ତାଙ୍କୁ ଏ ସମ୍ନାନ ଡିଯାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ଏମପିଏ ବିଭାଗ ରେ ପିଜି କରୁଥିବା ବେଳେ ତାଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେ ଆବେଦନ କରିଥିଲେ ଶେଷରେ ତାଙ୍କୁ ଏ ସମ୍ନାନ ରେ ସମ୍ନାନିତ କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons