ମୋରଡା ନିର୍ବାଚନ ମଣ୍ଡଳୀରେ ପାଳିତ ହେଲା ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ

Get real time updates directly on you device, subscribe now.

{ ମୟୁରଭଂଜ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ମନୋଜ କୁମାର ବେହେରା } ମୟୁରଭଂଜ ଜିଲ୍ଲା ମୋରୋଡା ନିର୍ବାଚନ ମଣ୍ଡଳୀ ଚିତ୍ରଡ଼ା ଠାରେ ପୂର୍ବତନ ବିଧାୟକ ରାଜକିଶୋର ଦାସ୍ ଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ମହା ସମାରହରେ ପାଳିତ ହୋଇଯାଇଛି ଉକ୍ତ ଦିବସର ରାସଗୋବିନ୍ଦପୁର ,ଶୁଳିଆପଦା ଓ ମୋରୋଡା ବ୍ଲକ୍ ର ଶତାଧିକ ପୁରୁଖା ବିଜେଡି କର୍ମୀ ,ମହିଳା ମାନଙ୍କୁ ନେଇ ଶୋଭା କାର୍ଯ୍ୟ ହୋଇଥିବା ବେଳେ ମୋରୋଡା ବ୍ଲକ୍ ବିଜେଡି ସଭାପତି ଶୋଭା ପରିଚାଳନା କରିଥିଲେ, ପୂର୍ବତନ ବିଧାୟକ ଶ୍ରୀ ଦାସ ବକ୍ତବ୍ୟ ଦେବାକୁ ଯାଇ କହିଥିଲେ ବିଜେଡି ଦୋଳ ଆଗକୁ କେମିତି ସୁଦୃଢ଼ ରୋହିବ ସେ ଦିଗରେ ଦିଗ୍ ଦର୍ଶନ ଦେଇଥିଲେ ପରେ ଦୋଳ ର କର୍ମ କର୍ତ୍ତା ମାନେ ବିଜେଡି ଜିନ୍ଦାବାଦ , ନବୀନ ପଟ୍ଟନାୟକ ଜିନ୍ଦାବାଦ ଧୋନିରେ ଶୋଭା କାର୍ଯ୍ୟ କୁ ସାଙ୍ଗ କରି ଥିଲେ ପ୍ରତିଷ୍ଠା ଦିବସ କୁ ସଫୋଲ୍ୟ ମଣ୍ଡିତ କରିବା ପାଇଁ ମୋରୋଡା ବ୍ଲକ୍ ଅଧକ୍ଷ ପିଥନାଥ ସୋରେନ୍,ଜୟ ପ୍ରକାଶ ରାଉଳ, ଜେପି ଅଭିରାମ ଭୋଇ,ଜେପି ମିନାକ୍ଷୀ ସୋରେନ୍,ଜେପି ଝରଣା ମୁର୍ମୁ, ପିସ ମେମ୍ବର ସେକ ଇଦ୍ରିଶ୍, ସଞ୍ଜୀବ ଦେ, ଖିତିଶ୍ ମହାନ୍ତ, ଆମ୍ବୁଜ ମହାନ୍ତ, ଭାସ୍କର ମହାନ୍ତ, ରାସ ଗୋବିନ୍ଦପୁର ସରପଞ୍ଚ ସୁଦର୍ଶନ ନାୟକ,ଚେୟାରମେନ ଶୁଳିଆପଦା ,ନୀଳକଣ୍ଠ ମହାନ୍ତ ନେତୃତ୍ଵ ନେଇ ଥିଲେ |

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons