{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ୧୦୦ ଦିନିଆ ବାଲ୍ୟ ବିବାହ ବିରୋଧୀ ଅଭିଯାନର ଅବସରରେ ଆଜି ADM Revenue & Adm General ଙ୍କ ଅଧୀନସ୍ଥ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ ଉପ ବିଭାଗ ଦ୍ଵାରା ଆୟୋଜିତ ହୋଇଥିଲା।ଏହି ଅବସରରେ ବାଲ୍ୟ ବିବାହ ନିରାକରଣ ପାଇଁ ସମୁହିକ ସଙ୍କଳ୍ପକୁ ପୁନରୁଚ୍ଚାରଣ କରିବା ନିମନ୍ତେ ଏକ ମାନବ ଶୃଙ୍ଖଳା ଗଠନ କରାଯାଇଥିଲା |କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ରଛାତ୍ରୀ, ଅଙ୍ଗନୱାଡି କର୍ମୀ (AWW), ଜିଲ୍ଲା ସ୍ତରର କର୍ମକର୍ତ୍ତାମାନେ, ଓନ୍ ଷ୍ଟପ୍ ସେଣ୍ଟର ଓ ଶକ୍ତି ସଦନର କର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସମାଜ କଳ୍ୟାଣ ଅଧିକାରୀ (DSWO), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (DCPO) ଓ ପ୍ରୋଗ୍ରାମ ଅଫିସରମାନେ କାର୍ୟକ୍ରମକୁ ସମନ୍ୱୟ କରିଥିଲେ। ବିଭିନ୍ନ ବ୍ଲକ୍ର CDPOମାନେ ତଥା ବିଭିନ୍ନ NGO ମାନେ ସକ୍ରିୟ ଭାବେ ଭାଗ ନେଇଥିଲେ।ଏହାସହିତ ଜିଲ୍ଲା ମୁଖ୍ୟାଳୟ ଗ୍ରୀଭାନ୍ସ ସେଲ୍ ନିକଟରେ ଏକ ସହି ସଂଗ୍ରହ ଅଭିଯାନ (Signature Campaign) ମଧ୍ୟ ଆୟୋଜିତ ହୋଇଥିଲା। ଏହି ଅଭିଯାନ କୁ ADM ଶୁଭାରମ୍ଭ କରିଥିଲେ ଓ ସମସ୍ତ ଜିଲ୍ଲା ସ୍ତରର ଅଧିକାରୀମାନେ ଓ ସାଧାରଣ ଜନସାଧାରଣ ଉତ୍ସାହର ସହ ଅଂଶଗ୍ରହଣ କରି ବାଲ୍ୟ ବିବାହ ବନ୍ଦ କରିବା ପାଇଁ ସମୁହିକ ସଙ୍କଳ୍ପ ବ୍ୟକ୍ତ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ବାଲ୍ୟ ବିବାହ ନିରାକରଣ ପାଇଁ ସମାଜର ସମସ୍ତ ଶ୍ରେଣୀର ଲୋକଙ୍କ ଏକତା ଓ ସଚେତନତାର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ ପାଇଥିଲା।
11 Comments
Comments are closed, but trackbacks and pingbacks are open.


cefixime
cefixime
furosemide for dogs
furosemide for dogs
generic antibiotics online cheap
generic antibiotics online cheap
antibiotics online purchase
antibiotics online purchase
zoloft 50 mg oral tablet
zoloft 50 mg oral tablet
dexlansoprazole cost
dexlansoprazole cost
vidalista 40mg tadalafil
vidalista 40mg tadalafil
cyclosporine medication type
cyclosporine medication type
stendra online purchase
stendra online purchase
go sildenafil 100mg
go sildenafil 100mg
vardenafil generic name
vardenafil generic name