ଗୋବିନ୍ଦପାଲ୍ଲୀ,(ବି.ବି.ନ୍ୟୁଜ୍): ମାଥିଲି ବ୍ଲକ ଚାଉଳମେନ୍ଦି ପଞ୍ଚାୟତ ଗାଜୁଲକୋଣ୍ଡା ଗାଁରୁ ସୋମବାର ସ୍ଥାନୀୟ ବନ ବିଭାଗ କର୍ମକର୍ତ୍ତାଙ୍କ ଦ୍ୱାରା ଏକ ବାର୍ହା ଉଦ୍ଧାର ହୋଇଛି । ବାର୍ହାକୁ ଉକ୍ତ ଗାଁରେ କେହି ବ୍ୟକ୍ତି ପୋଷିଥିଲେ । ଏହି ସୂଚନା ପାଇବା ପରେ ବନବିଭାଗର ଏକ ଦଳ ଗାଁକୁ ଯାଇ ବାର୍ହାଏକ ଦଉଡିରେ ବନ୍ଧା ହୋଇ ରହିଥିବା ଦେଖିଥିଲେ । ପରେ ଏହାର ୪ ଗୋଡ଼କୁ ଦଉଡିରେ ବାନ୍ଧିବା ସହ ମୁହଁକୁ ଏକ ଅଖାରେ ବାନ୍ଧି ଗୋବିନ୍ଦପାଲ୍ଲୀ ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା । ତାହାର ଚିକିତ୍ସା ଚାଲିଛି । ନିକଟସ୍ଥ ଜଙ୍ଗଲୋର ଛଡ଼ାଯିବ ।
Comments are closed, but trackbacks and pingbacks are open.