ପ୍ରେମିକ ଘର ସମ୍ମୁଖରେ ପ୍ରେମିକାଙ୍କ ଧାରଣା

Get real time updates directly on you device, subscribe now.

ରାୟଗଡା: ପ୍ରେମିକ ଘର ସମ୍ମୁଖରେ ପ୍ରେମିକାଙ୍କ ଧାରଣା ଘଟଣାରେ ନୂଆ ମୋଡ ଆସିଛି। ଆଜି ସମାଧାନ ପାଇଁ ଦିନ ଧାର୍ୟ୍ୟ ହୋଇଥିଲା। କିନ୍ତୁ ସମାଧାନ ବେଳେ କଥା କଟାକଟିରୁ ମାରପିଟ ହୋଇଛି। ପ୍ରେମିକାଙ୍କ ପରିବାର ପକ୍ଷରୁ ପ୍ରେମିକ ପରିବାର ଉପରେ ଆକ୍ରମଣ ହୋଇଛି । ରାୟଗଡା ଜିଲ୍ଲା ଶେଷଖାଲ ଥାନା ନିକଟରେ ଏଭଳି ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ଯୁବତୀ ଜଣଙ୍କ ପିତାମହଲ ଗାଁ ସ୍ଥିତ ନିଜ ପ୍ରେମିକ ଘରେ ଗତ ୨୯ ତାରିଖରେ ଧାରଣା ଦେଇଥିଲେ । ତେବେ ଆଜି ସାମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons