ମୟୁରଭଞ୍ଜ: ବିଲରେ ପଡିଛି ଅଜଣା ମହିଳାଙ୍କ କଟାମୁଣ୍ଡ। କରଞ୍ଜିଆ ଥାନା ପାଟୁଳିଡିହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସକାଳେ ଗାଁ ଲୋକେ କଟାମୁଣ୍ଡକୁ ଦେଖି ପୋଲିସକୁ ଖବର ଦେଇଥିଲେ। ହତ୍ୟା କରି କେହି ଦୁର୍ବୃତ୍ତ କଟାମୁଣ୍ଡକୁ ବିଲରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ କରଞ୍ଜିଆ ପୋଲିସ ତଦନ୍ତ କରୁଛି।
Comments are closed, but trackbacks and pingbacks are open.