କଟକର ଘରୋଇ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

Get real time updates directly on you device, subscribe now.

କଟକ : କଟକର ଘରୋଇ ହଷ୍ଟେଲରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସେ ହଷ୍ଟେଲ ରୁମ୍ରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରୀ ହେଲେ ଇମର୍ତ୍ତୀ ଦେବୀ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଅର୍ପିତା ରାଉତ।
ଗତ ୩ ମାସ ହେବ ସେ ମିଶନ ରୋଡରେ ମାତୃକୃପା ହଷ୍ଟେଲ ରହୁଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଏନେଇ ତଦନ୍ତ ଚଳାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons