ପାଟଣା୨୮: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମଙ୍ଗଳପୁର ସ୍ଥିତ ଦେଓ ନଦୀରୁ ଭାସୁଥିବା ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଠାବ ହୋଇଛି। ଆଜି ସକାଳୁ କିଛି ଲୋକ ନଦୀ କୁ ଯାଇଥିବା ସମୟରେ ମୃତଦେହ ଭାସୁଥିବାର ଦେଖି ତୁରୁମୁଙ୍ଗା ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ କୁ ଉଦ୍ଧାର ପରେ ଜବତ କରି ତଦନ୍ତ ଚଳାଇଛି। ପ୍ରକୃତ କାରଣ ଜଣା ପଡି ନଥିବା ବେଳେ କେହି ହତ୍ୟାକରି ନଦୀରେ ଫିଙ୍ଗି ଦେଇଥିବା ସନ୍ଧେହ କରାଯାଉଛି। ମୃତଦେହ ୨/୩ ଦିନ ହୋଇଥିବା ଅନୁମାନ କରାଯାଉଛି।


Comments are closed, but trackbacks and pingbacks are open.