{ନୟାଗଡରୁ ରଞ୍ଜନ ଦାସଙ୍କ ରିପୋର୍ଟ୍ } : ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଶ୍ରୀକୃଷ୍ଣପୁର ଗ୍ରାମରୁ ୧୨ ପୁଟ ଲମ୍ବର ଅହିରାଜ ଉଦ୍ଧାର l ସୂଚନା ଅନୁସାରେ ଉକ୍ତଗ୍ରାମର ଚୈତନ୍ୟ ବରାଡ଼ ଘରେ ଶୋଇଥିବା ଅବସ୍ଥାରେ ଅହିରାଜ ସାପଟିକୁ ଦେଖିଥିଲେ l ସାପକୁ ଦେଖି ପରିବାରଲୋକେ ଭୟଭୀତ ହୋଇଯାଇଥିବା ବେଳେ ସଙ୍ଗେ ସଙ୍ଗେ ନିକଟସ୍ଥ ବନବିଭାଗ କର୍ମଚାରୀଙ୍କୁ ଜଣାଇଥିଲେ l ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରଦୀପ ପରିଡା ପହଞ୍ଚି ସାପଟିକୁ ଉଦ୍ଧାର କରି ଫରେଷ୍ଟର ଅକ୍ଷୟ କୁମାର ନାୟକଙ୍କ ଉପସ୍ଥିତରେ ନିକଟସ୍ଥ ଖିଲାମୁଣ୍ଡା ଜଙ୍ଗଲରେ ଅହିରାଜ ସାପଟିକୁ ଛଡା ଯାଇଥିବା ଜଣାପଡିଛି l
Comments are closed, but trackbacks and pingbacks are open.