ଜମି ବିବାଦକୁ ନେଇ ହିଂସା: ୧୦ ମୃତ biswabijayee Jul 18, 2019 ଦେଶବିଦେଶ ଲକ୍ଷେ୍ନø: ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲା ଉଭା ଗ୍ରାମରେ ଆଜି ଏକ ଜମି ବିବାଦକୁ ନେଇ ହିଂସାକାଣ୍ଡ ଘଟିଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ!-->…
ସଂସଦରେ ଏନ୍ଆଇଏ ବିଲ୍ ଗୃହୀତ biswabijayee Jul 18, 2019 ଦେଶବିଦେଶ ନୂଆଦିଲ୍ଲୀ: ଆତଙ୍କବାଦ ସଂକ୍ରାନ୍ତ ବିଭିନ୍ନ ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)କୁ ମିଳିବ ଅଧିକ କ୍ଷମତା ।!-->…
୨୧ରେ ଚନ୍ଦ୍ରୟାନ-୨ର ଉତ୍କ୍ଷେପଣ biswabijayee Jul 18, 2019 ଦେଶବିଦେଶ ନୂଆଦିଲ୍ଲୀ: ଚନ୍ଦ୍ରୟାନ-୨ର ଉତ୍କ୍ଷେପଣ ଆସନ୍ତା ୨୧ ତାରିଖ ଅପରାହ୍ନ କିମ୍ବା ୨୨ ତାରିଖ ଭୋର ସମୟରେ ହେବ ବୋଲି ସୂଚନା ମିଳିଛି । ଭାରତୀୟ!-->…
କର୍ଣ୍ଣାଟକରେ ପୁଣି ସସ୍ପେନ biswabijayee Jul 18, 2019 ଦେଶବିଦେଶ ବେଙ୍ଗାଲୁରୁ: କଣ୍ଣ ର୍ାଟକ ରାଜନୈତିକ ନାଟକରେ ପୁଣି ସସ୍ପେନ୍ସ । ବିଦ୍ରୋହୀ ୧୫ ବିଧାୟକଙ୍କ ଇସ୍ତଫା ଉପରେ ଆଜି ବି ନିଷ୍ପତ୍ତି!-->…
ଜଳଶକ୍ତି ମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ରଙ୍କ ଚିଠି: ଜଳ ମିଶନରେ ପୂର୍ଣ୍ଣ ସହଯୋଗ କରିବ… biswabijayee Jul 18, 2019 ବ୍ୟବସାୟ ଭୁବନେଶ୍ୱର,(ବି.ବି.ବ୍ୟୁରୋ):୨୦୨୪ ସୁଦ୍ଧା ଦେଶର ସବୁ ଘରକୁ ଜଳ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ!-->…
ଖଣ୍ଡ ଖଣ୍ଡ ହେବ କୋଲ୍ ଇଣ୍ଡିଆ biswabijayee Jul 18, 2019 ବ୍ୟବସାୟ ନୂଆଦିଲ୍ଲୀ:ବିଶ୍ୱର ସର୍ବବୃହତ୍ କୋଇଲା ଉତ୍ପାଦନକାରୀ କୋଲ୍ ଇଣ୍ଡିଆ ଖଣ୍ଡ ଖଣ୍ଡ ହୋଇପାରେ । ଏହାକୁ ଭାଙ୍ଗି ସରକାର ପୃଥକ ପୃଥକ!-->…
୫ ବିମାନ କମ୍ପାନିରେ ସୁରକ୍ଷା ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ biswabijayee Jul 18, 2019 ବ୍ୟବସାୟ ନୂଆଦିଲ୍ଲୀ:ଦେଶର ପ୍ରମୁଖ ୫ ବିମାନ କମ୍ପାନିରେ ସୁରକ୍ଷା ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ । ବେସାମରିକ ବିମାନ ଚଳାଚଳ!-->…
ସଂଶୋଧିତ ଆଇବିସି କୋଡ୍କୁ ମଞ୍ଜୁରି : ୩୩୦ ଦିନରେ ଦେବାଳିଆ ମାମଲାର ସମାଧାନ biswabijayee Jul 18, 2019 ବ୍ୟବସାୟ ନୂଆଦିଲ୍ଲୀ:ସର୍ବାଧିକ ୩୩୦ ଦିନ ମଧ୍ୟରେ ଦେବାଳିଆ ମାମଲାଗୁଡିକର ସମାଧାନ ହେବ । ଏହି ସମୟ ମଧ୍ୟରେ ସବୁ ପ୍ରକାର ବିବାଦ ଏବଂ ଆଇନଗତ!-->…
ଜଲାନ କମିଟିର ସୁପାରିସ :୫ ବର୍ଷରେ ସରକାରଙ୍କୁ ଅତିରିକ୍ତ ପୁଞ୍ଜି ଦେଉ ଆର୍ବିଆଇ biswabijayee Jul 18, 2019 ବ୍ୟବସାୟ ନୂଆଦିଲ୍ଲୀ:ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ପୁଞ୍ଜି ଭଣ୍ଡାରର ସର୍ବୋଚ୍ଚ ଆକାର କେତେ ରହିବ ତାହାର ହିସାବ କରିବା ପାଇଁ ଗଠିତ ବିମଳ!-->…
ବିଲ୍ ଗେଟ୍ସଙ୍କ ସ୍ଥାନ ନେଲେ ବର୍ଣ୍ଣାଡ ଅର୍ନାଲ୍ଟ biswabijayee Jul 18, 2019 ବ୍ୟବସାୟ ଗତ ୭ ବର୍ଷରେ ଏଭଳି କେବେ ହୋଇ ନ ଥିଲା ଯେ, ବିଶ୍ୱ ଧନୀ ତାଲିକାରେ ବିଲ୍ ଗେଟ୍ସ ଦ୍ୱିତୀୟ ସ୍ଥାନ ତଳକୁ ଖସିଥିବେ । କିନ୍ତୁ ଗତ ମାସରେ!-->…