ଧୋନିଙ୍କୁ ବାଙ୍ଗରଙ୍କ ସମର୍ଥନ biswabijayee Jul 2, 2019 ଖେଳ ବର୍ମିଂହାମ୍: ଚଳିତ ବିଶ୍ୱକପ୍ରେ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଦର୍ଶନକୁ ନେଇ ପୂର୍ବତନ ଖେଳାଳିମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।!-->!-->!-->…
ଜମ୍ମୁ-କାଶ୍ମୀର ସଂରକ୍ଷଣ ବିଲ୍ ସଂସଦରେ ଗୃହୀତ biswabijayee Jul 2, 2019 ଦେଶବିଦେଶ ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ୨୦୧୯ ଓ ରାଜ୍ୟରେ ରାଷ୍ଟ୍ରପତି ଶାସନ ୬ମାସ ବୃଦ୍ଧି ପ୍ରସ୍ତାବ ବିଲ୍ ସଂସଦରେ!-->!-->!-->…
ବୃଦ୍ଧଙ୍କୁ ହତ୍ୟାକରି କଲେଜ ପରିସରରେ ପୋତିଦେଲେ! biswabijayee Jul 2, 2019 ଅପରାଧ ରାଇରଙ୍ଗପୁର,(ବି.ବି.ନ୍ୟୁଜ୍): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କେସିଡିକେ ଯୁକ୍ତ ୨ ମହାବିଦ୍ୟାଳୟ!-->!-->!-->…
ଶ୍ରୀମନ୍ଦିରରେ ଘଣାଲାଗି ନୀତି: ଲାଗିହେଲା ଖଳିପ୍ରସାଦ, ଖଡ଼ିପ୍ରସାଦ biswabijayee Jul 2, 2019 ଓଡ଼ିଶା ପୁରୀ,(ବି.ବି.ନ୍ୟୁଜ୍): ଓଷୁଅ ଓ ଦଶମୂଳ ଲାଗି ପରେ ଶ୍ରୀବିଗ୍ରହ ସୁସ୍ଥ ହୋଇଥିଲେ । ଏବେ ଠାକୁରଙ୍କ ପୂର୍ବ ସୌନ୍ଦର୍ଯ୍ୟ ଫେରାଇଆଣିବା!-->!-->!-->…
ଉଠିଲା ୧୨ଦୁଆରଘଡ଼ା: ଚାଲିଛି ପ୍ରଭା କାମ biswabijayee Jul 2, 2019 ଓଡ଼ିଶା ପୁରୀ,(ବି.ବି.ନ୍ୟୁଜ୍): ମଝିରେ ରହିଲା ଆଉ ଗୋଟିଏ ଦିନ । ବୁଧବାର ତିନି ରଥ ପହଞ୍ଚିବ ସିଂହଦ୍ୱାରରେ । ସୋମବାର ନିର୍ମାଣକାରୀମାନେ!-->!-->!-->…
ମେଡିକାଲ କଲେଜରେ ବଢ଼ିବ ୩ ଶହ ଶଯ୍ୟା biswabijayee Jul 2, 2019 ଓଡ଼ିଶା କୋରାପୁଟ,(ବି.ବି.ନ୍ୟୁଜ୍): ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୩ ଶହ ଶଯ୍ୟା ବଢ଼ିବ । ଏଥିଲାଗି ଖର୍ଚ୍ଚ ହେବ ୧୦୫ କୋଟି ଟଙ୍କା ।!-->!-->!-->…
ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା: ୫ ମୃତ biswabijayee Jul 2, 2019 ଓଡ଼ିଶା ଦିଗପହଣ୍ଡି/ବଡ଼ଚଣା/ଚଣ୍ଡିଖୋଲ/ମାଲକାନଗିରି, (ବି.ବି.ନୁୂ୍ୟଜ୍): ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୫ଜଣ ବ୍ୟକ୍ତିଙ୍କ!-->!-->!-->…
ସରିଲା ରବି ମଣ୍ଡି:ବଳକା ରହିଗଲା ୫.୫ ଲକ୍ଷ କୁଇଣ୍ଟାଲ ଧାନ biswabijayee Jul 2, 2019 ବ୍ୟବସାୟ ଜୟପୁର,(ବି.ବି.ନ୍ୟୁଜ୍): ରବିବାର ଶେଷ ହୋଇଛି ଚଳିତ ବର୍ଷର ରବିମଣ୍ଡି । ୧୫ ଲକ୍ଷ ୯୭ ହଜାର ୪୨୨ କୁଇଣ୍ଟାଲ ଧାନ ବିକ୍ରି କରିବାକୁ!-->!-->!-->…
ଟ୍ରକ ପଛରେ ପିଟିଲା ଆମ୍ବୁଲାନ୍ସ:୨ ମୃତ, ୪ ଗୁରୁତର biswabijayee Jul 2, 2019 ଓଡ଼ିଶା ଜଳେଶ୍ୱର,(ବି.ବି.ନ୍ୟୁଜ୍): ପଶ୍ଚିମବଙ୍ଗରୁ ରୋଗୀ ନେଇ କଟକ ମେଡିକାଲ ଯାଉଥିବା ଏକ ଆମ୍ବୁଲାନ୍ସ ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ!-->!-->!-->…
ଢେଙ୍କାନାଳରେ ଯୋଡ଼ା ଶିଶୁକନ୍ୟା ଜନ୍ମ biswabijayee Jul 2, 2019 ଓଡ଼ିଶା ଢେଙ୍କାନାଳ, (ବି.ବି.ନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଏକ ଯୋଡ଼ା ଶିଶୁକନ୍ୟା ଜନ୍ମ ଗ୍ରହଣ କରିଛନ୍ତି ।!-->!-->!-->…