ଚିରନିଦ୍ରାରେ ମନୋରମା biswabijayee Sep 18, 2021 ଓଡ଼ିଶା ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଶିଷ୍ଟ ଲେଖିକା ଅଧ୍ୟାପିକା ମନୋରମା ମହାପାତ୍ର ଆଉ ନାହାନ୍ତି । ଆଜି (ଶନିବାର) ସନ୍ଧ୍ୟାରେ ୮୭ ବର୍ଷ!-->…
୭ ଦିନିଆ ରିମାଣ୍ଡରେ ଗଲେ ୫ ଅଭିଯୁକ୍ତ biswabijayee Sep 18, 2021 ଅପରାଧ ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତ ତଥ୍ୟ ଲିକ୍ କରିବା ମାମଲାରେ!-->…
ବଢ଼ିପାଣିରେ ୩ ଭାସିଗଲେ, ଜଣେ ଉଦ୍ଧାର biswabijayee Sep 17, 2021 ଓଡ଼ିଶା ଆନନ୍ଦପୁର,(ବି.ବି.ନୁ୍ୟଜ): ଟୁ୍ୟବ୍ ଦ୍ୱାରା ବନ୍ୟାପାଣିରୁ କାଠ ସଂଗ୍ରହ କରୁଥିଲେ । ଏହି ସମୟରେ ଦୁଇ ପ୍ରଖର ସ୍ରୋତରେ ଭାସି ଯାଇଛନ୍ତି ।!-->…
୫ହଜାର ଲାଞ୍ଚ ନେଇ ଧରାପଡ଼ିଲେ ପିଇଓ biswabijayee Sep 17, 2021 ଓଡ଼ିଶା କାକଟପୁର, (ବି.ବି.ନୁ୍ୟଜ): ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଧିନସ୍ଥ ପାଟସୁନ୍ଦରପୁର, ସୁହାଣପୁର ଓ ଭଣ୍ଡାଘର ପଞ୍ଚାୟତ ଦାୟିତ୍ୱରେ ଥିବା!-->…
ବରମୁଣ୍ଡା ବସଷ୍ଟାଣ୍ଡରୁ ଅଧ କୁଇଣ୍ଟାଲ ଗଞ୍ଜେଇ ଜବତ biswabijayee Sep 17, 2021 ଓଡ଼ିଶା ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଫୁଲବାଣୀରୁ କୋଲକାତାକୁ ଚୋରାରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଧରା ପଡ଼ିଛନ୍ତି!-->…
ଏସ୍ସିବିର ପ୍ରଫେସର ପ୍ରଭାତ ପାଢୀଙ୍କ ଦେହାନ୍ତ biswabijayee Sep 17, 2021 ଓଡ଼ିଶା କଟକ,(ବି.ବି.ବୁ୍ୟରୋ): ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ମେଡିସିନ୍ ବିଭାଗର ବରିÂ ପ୍ରଫେସର ଡାକ୍ତର ପ୍ରଭାତ କୁମାର ପାଢୀଙ୍କ!-->…
ନଷ୍ଟ କରାଗଲା ଲକ୍ଷାଧିକ ଟଙ୍କାର ମଦ biswabijayee Sep 17, 2021 ଅନ୍ୟାନ୍ୟ ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଅବକାରୀ ବିଭାଗ ସହ ମିଳିତ ଚଢଉ କରାଯାଇ ଆଜି ଲକ୍ଷାଧିକ ଟଙ୍କାର ପୋଚ ଏବଂ ମଦ ନଷ୍ଟ କରାଯାଇଛି ।!-->…
ବିଜେପିରେ ମିଶିଲେ ବ୍ୟବସାୟୀ ଅଶୋକ biswabijayee Sep 17, 2021 ରାଜନୀତି ଜୟପୁର,(ବି.ବି.ବୁ୍ୟରୋ): ବ୍ୟବସାୟୀ ତଥା ଓକିଲ ସଂଘର ପୂର୍ବତନ ସଭାପତି ଆଶୋକ ମିଶ୍ର ଆଜି ବିଜେପିରେ ଯୋଗଦେଇଛନ୍ତି । ସ୍ଥାନୀୟ ଏକ!-->…
ଯୁକ୍ତ ୩ ପ୍ରଥମ ବର୍ଷ ନାମଲେଖା୧୮ ପର୍ଯ୍ୟନ୍ତ ବଢିଲା ଅବଧି biswabijayee Sep 17, 2021 ଅନ୍ୟାନ୍ୟ ଜୟପୁର,(ବି.ବି.ବୁ୍ୟରୋ): ଯୁକ୍ତ ୩ ପ୍ରଥମ ବର୍ଷ ନାଁ ଲେଖାର ଅବଧି ବଢାଇଛନ୍ତି ରାଜ୍ୟ ସରକାର । ଲଗାଣ ବର୍ଷା, ନାଁ ଲେଖା ଫି’ ଦାଖଲରେ!-->…
୪୩ ଷ୍ଟଲ୍ ଅକ୍ତିଆରକୁ ନେଲା ପ୍ରଶାସନ biswabijayee Sep 17, 2021 ଅନ୍ୟାନ୍ୟ ଜୟପୁର,(ବି.ବି.ବୁ୍ୟରୋ): ବର୍ଷ ବର୍ଷ ଦୋକାନ ଭଡ଼ା ନଦେବା ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଛି । ବିଜୁ ଭେଣ୍ଡିଂ ଜୋନ୍ରେ ଥିବା ୪୩ଟି!-->…