ଅଭିଯୁକ୍ତ ଗିରଫ, ୨ ଫେରାର୍ biswabijayee Aug 22, 2021 ଅପରାଧ ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ କାଜୁ ଯୋଗାଇବା ବାହାନାରେ ଟଙ୍କା ଏବଂ କାର୍ ଲୁଟ୍ ଘଟଣାର!-->…
ଅଦା ବୋଝେଇ ଟ୍ରକ୍ରୁ ଗଞ୍ଜେଇ ଜବତ biswabijayee Aug 22, 2021 ଅପରାଧ ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଲମତାପୁଟ ବ୍ଲକ ସୀମାନ୍ତରୁ ଉତ୍ତରପ୍ରଦେଶ ଚାଲାଣ ବେଳେ ୧୦୦ କେଜି ଗଞ୍ଜେଇ ଜବତ କରିଛି ସଦର ପୁଲିସ!-->…
ଉଗ୍ରରୂପ ନେଲା ଲୋୟରଇନ୍ଦ୍ର ବିସ୍ଥାପିତଙ୍କ ଆନେ୍ଦାଳନ biswabijayee Aug 19, 2021 ଅପରାଧ ନୂଆପଡ଼ା,(ବି.ବି.ନୁ୍ୟଜ): ଉଗ୍ରରୂପ ନେଇଛି ନୂଆପଡ଼ା ଜିଲ୍ଲା ଲୋୟର ଇନ୍ଦ୍ର ବିସ୍ଥାପିତଙ୍କ ଆନେ୍ଦାଳନ । ଥଇଥାନ ଦାବିରେ ଆନେ୍ଦାଳନକାରୀ!-->…
ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ କାର୍ଯ୍ୟର କଲେ ସମୀକ୍ଷା biswabijayee Aug 19, 2021 ଓଡ଼ିଶା ରାଉରକେଲା,(ବି.ବି.ବୁ୍ୟରୋ): ବିପିୟୁଟି ପରିସରରେ ନିର୍ମାଣଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ର କାର୍ଯ୍ୟ ୨୦୨୨ ଜୁଲାଇ!-->…
ବନ୍ଧୁକ ଦେଖାଇ ଟଙ୍କା ଗାଡ଼ି ନେଇଗଲେ, ୨୪ ଲକ୍ଷ ଲୁଟ୍ biswabijayee Aug 19, 2021 ଅପରାଧ ବ୍ରହ୍ମପୁର,(ବି.ବି.ବୁ୍ୟରୋ): ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ଗାଡ଼ିକୁ ବନ୍ଧୁକ ଦେଖାଇ ନେଇଗଲେ ଦୁର୍ବୃତ୍ତ । ୨୪ ଲକ୍ଷ!-->…
ଡାକ୍ତରଖାନାରେ ଭର୍ତ୍ତି ବେଳେ ସୌମ୍ୟ ଅଚେତ ଥିଲେ biswabijayee Aug 19, 2021 ଓଡ଼ିଶା ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତୁ୍ୟ ମାମଲାର ତଦନ୍ତ କରୁଥିବା!-->…
ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ biswabijayee Aug 19, 2021 ଅପରାଧ ଭଦ୍ରକ,(ବି.ବି.ନୁ୍ୟଜ): ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ କାର ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଳ୍ପକେ ବିଧାୟକ ସଂଜୀବ ମଲ୍ଲିକ ଓ!-->…
ଶିଳପୁଆରେ ଛେଚି ବାପାଙ୍କୁ ହତ୍ୟା biswabijayee Aug 19, 2021 ଅପରାଧ ଖମାର,(ବି.ବି.ନୁ୍ୟଜ୍): ପାଳଲହଡ଼ା ଉପଖଣ୍ଡର ଖମାର ଥାନା ବାଲିପଶି ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ମଦ୍ୟପ ପୁଅର ଶିଳପୁଆ!-->…
ବିକାଶର ଦୟନୀୟ ଚିତ୍ର: ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ biswabijayee Aug 19, 2021 ଅନ୍ୟାନ୍ୟ ଜଗତସିଂହପୁର,(ବି.ବି.ନୁ୍ୟଜ): କାଦୁଅ ପଚପଚ ଅଣଓସାରିଆ ରାସ୍ତା । ରାସ୍ତାକୁ ମାଡ଼ି ରହିଛି ଜଙ୍ଗଲିଆ ଗଛ ଲତା । ଟିକେ ବେହୁସିଆର ହେଲେ!-->…
ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନାଙ୍କ ପରଲୋକ biswabijayee Aug 19, 2021 ଟ୍ୟୁଇନ୍ ସିଟ ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନାଙ୍କ ପରଲୋକ । ମାତ୍ର ୪୪ବର୍ଷ ବୟସରେ ସଂଗ୍ରାମଙ୍କ ପରଲୋକ ହୋଇଛି ।!-->…