ବିଦୁ୍ୟତ୍ ତାର ଛିଣ୍ଡି ଚାଷୀ ଗୁରୁତର biswabijayee Jul 28, 2021 ଅନ୍ୟାନ୍ୟ ଟିକିରି:ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବଡମାଟିକଣା ଗାଁରେ ବିଦୁ୍ୟତ ତାର ଛିଣ୍ଡି ପଡିବାରୁ ଜଣେ ଚାଷୀ ଗୁରୁତର ହୋଇଛନ୍ତି । ତାଙ୍କ!-->…
ସଚିବଙ୍କ ସ୍ମାର୍ଟ ଶ୍ରେଣୀଗୃହ ସମୀକ୍ଷା biswabijayee Jul 28, 2021 ଅନ୍ୟାନ୍ୟ କୋରାପୁଟ:ଜିଲ୍ଲାର ୧୭ ଟି ହାଇସ୍କୁଲ ପାଇଁ ସ୍ମାର୍ଟ ଶ୍ରେଣୀଗୃହ ଯୋଜନା କରାଯାଇଛି । ଚଳିତ ବର୍ଷରୁ ଯୋଜନା ଆରମ୍ଭ ହୋଇଥିଲେ ହେଁ ଏ!-->…
ଦବିଲା ପୋଲ, ଭାରିଯାନ ଯାତାୟତ ଠପ୍ biswabijayee Jul 28, 2021 ଅନ୍ୟାନ୍ୟ ଦଶମନ୍ତପୁର: ଲଗାଣ ବର୍ଷାରେ ସ୍ଥାନୀୟ ମୁର୍କାର ପଞ୍ଚାୟତ ବିରିଗୁଡା ଗାଁ ନିକଟରେ ଥିବା ଏକ ହୁ୍ୟମ୍ପାଇପ୍ ପୋଲ ଦବିଯାଇଛି । ପୋଲ ମଝିରେ!-->…
ଅଢେଇ ବର୍ଷରେ ସରିବ ମେଡିକାଲ କଲେଜ କାମ biswabijayee Jul 28, 2021 ଅନ୍ୟାନ୍ୟ ଜୟପୁର: କୋରାପୁଟରେ ନିର୍ମାଣାଧୀନ ୬୫୦ ସିଟ୍ ବିଶିଷ୍ଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ କାମ ସରିବାକୁ ଅଢେଇ ବର୍ଷ!-->…
ନବରଙ୍ଗପୁରରେ ବଢ଼ିବ ଜଳସେଚନ ଭିତ୍ତିଭୂମି biswabijayee Jul 28, 2021 ଅନ୍ୟାନ୍ୟ ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଭିତ୍ତିଭୂମିର ବିକାଶ କରାଯିବ । ଏଥିପାଇଁ ରାଜ୍ୟ!-->…
ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କରେ ଡକାୟତି: ଲୁଟିଲେ ୨.୮୭ ଲକ୍ଷ biswabijayee Jul 27, 2021 ଅପରାଧ ସୁନ୍ଦରଗଡ: ଜିଲ୍ଲା ସଦର ଥାନା ଅନ୍ତର୍ଗତ କିରାଇ ଠାରେ ଥିବା ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ କନ୍ଦାବାହାଲ ଶାଖାରେ ଦିନ ଦ୍ୱିପ୍ରହରରେ ହୋଇଛି!-->…
ଯୋଗାଣ ବିଭାଗର ନିଦ ଭାଙ୍ଗୁନି: ପିଡିଏସ୍ରେ ଫର୍ଟିଫାଏଡ୍ ରାଇସ୍ biswabijayee Jul 27, 2021 ଅନ୍ୟାନ୍ୟ ଜୟପୁର: ଜିଲ୍ଲା ଯୋଗାଣ ବିଭାଗର ନିଦ ଭାଙ୍ଗୁନି । ଆନ୍ଧ୍ର, ଛତିଶଗଡ ଓ ମାଲକାନଗିରି ଜିଲ୍ଲାରୁ ଫର୍ଟିଫାଇଡ୍ ରାଇସ୍ ଆଣି ଏଠାରେ ବିଭିନ୍ନ!-->…
ଏସିଏଫ ସୌମ୍ୟରଞ୍ଜନ ମୃତୁ୍ୟ ଘଟଣା: ମୁହଁ ଖୋଲିଲେ ଗାଡି ଡ୍ରାଇଭର biswabijayee Jul 27, 2021 ଅନ୍ୟାନ୍ୟ ଉଦଳା : ଦିନକୁ ଦିନ ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତୁ୍ୟ ମିଷ୍ଟ୍ରି ଅଡୁଆ ସୂତାରେ ଗୁଡାଇ ହେବା ସହିତ ପ୍ରତ୍ୟେକ ଦିନ ନୂଆ ନୂଆ ଷ୍ଟୋରୀ!-->…
ଗଛରେ ପିଟିହେଲା କାର୍ : ମା ଓ ଦୁଇଝିଅ ମୃତ, ୨ ଗୁରୁତର biswabijayee Jul 27, 2021 ଅପରାଧ କେସିଙ୍ଗା: ବରଗଡ-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥର ଚାଞ୍ଚେର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏକ କାର ଗଛରେ ପିଟି!-->…
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ biswabijayee Jul 27, 2021 ଅନ୍ୟାନ୍ୟ ଚନ୍ଦନେଶ୍ୱର: ସାମ୍ବାଦିକମାନେ ବାରମ୍ବାର ଆକ୍ରମଣର ଶିକାର ହେଉଛନ୍ତି । ଏ ବାବଦରେ କାର୍ଯ୍ୟାନୁÂାନ ନହେବାରୁ ଭୋଗରାଇର ସାମ୍ବାଦିକମାନେ!-->…