ପ୍ଲାଣ୍ଟ୍ ନିର୍ମାଣକୁ ଚାହିଁ ରହିଛନ୍ତି ଜମିହରା biswabijayee Jul 13, 2021 ଅନ୍ୟାନ୍ୟ କେନ୍ଦୁଝର: କାରଖାନାରେ କର୍ମ ସଂସ୍ଥାନ ପାଇବା ଆଶାରେ ଲୋକେ ନିଜ ଚାଷ ଜମିକୁ ବିଭିନ୍ନ କାରଖାନା କର୍ତ୍ତୃପକ୍ଷଙ୍କୁ ଟେକି ଦେଇଛନ୍ତି ।!-->…
ବଜ୍ରପାତରେ ଚାଷୀ ମୃତ, ୨ ଗୁରୁତର biswabijayee Jul 13, 2021 ଅପରାଧ ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ଗଡ଼ପଳାଶୁଣି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଚାଷ କରୁଥିବା ବେଳେ ବଜ୍ରପାତ!-->…
ବଜ୍ରପାତରେ ୩ ନାବାଳକ ମୃତ biswabijayee Jul 13, 2021 ଅପରାଧ ବାରିପଦା: ବର୍ଷାରୁ ରକ୍ଷା ପାଇବା ପାଇଁ ଗଛ ତଳେ ଆଶ୍ରୟ ନେଇଥିଲେ ।ହଠାତ୍ ବଜ୍ରପାତ ଯୋଗୁ ୩ ନାବାଳକଙ୍କ ଜୀବନ ଦୀପ ଲିଭି ଯାଇଛି ।ଏଭଳି!-->…
କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ biswabijayee Jul 13, 2021 ଅନ୍ୟାନ୍ୟ କୋରାପୁଟ: ପଟ୍ଟାଙ୍ଗି ବ୍ଲକର ନେରେଡ଼ିବାଲସାରେ ଗ୍ରାମ ଲୋକଙ୍କ ଦ୍ୱାରା ପତିତପାବନ ମନ୍ଦିର ପ୍ରତିÂା ପରେ ଆନ୍ଧ୍ର ଅଧିକାରୀଙ୍କ ମୁଣ୍ଡ!-->…
୨୪ ଘଣ୍ଟାରେ ବିଡିଓଙ୍କ ବଦଳି ଦାବି କଲା ବିଜେଡି biswabijayee Jul 13, 2021 ଅନ୍ୟାନ୍ୟ ଲମତାପୁଟ:ବ୍ଲକ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟରୁ ଚୋରି ମାମଲା ଭିନ୍ନ ମୋଡ ନେଇଛି । ଏ ଦିଗରେ କୌଣସି ପ୍ରକାର କାର୍ଯ୍ୟାନୁÂାନ ଗ୍ରହଣ କରାଯାଇ!-->…
ଦର ବୃଦ୍ଧିକୁ ମହିଳା ସଂଗଠନର ବିରୋଧ biswabijayee Jul 13, 2021 ଅନ୍ୟାନ୍ୟ ବୈପାରିଗୁଡା:ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ମଙ୍ଗଳବାର ଏଠାରେ ସର୍ବ ଭାରତୀୟ ମହିଳା ସାସ୍କୃତିକ ସଙ୍ଗଠନ ପକ୍ଷରୁ!-->…
ଦରଭା ଡିଭିଜନ ମାଓ ନେତା ବିନୋଦ କରୋନାର ସଂକ୍ରମଣରେ ମୃତୁ୍ୟ biswabijayee Jul 13, 2021 ଅନ୍ୟାନ୍ୟ ମାଲକାନଗିରି:ମାଲକାନଗରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ଦରଭା ଡିଭିଜନ କମାଣ୍ଡର, ଦୁର୍ଦ୍ଧାନ୍ତ ମାଓ ନେତା ବିନୋଦର କରୋନା ସଂକ୍ରମଣରେ!-->…
ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ହାମରରେ ପିଟି ହତ୍ୟା biswabijayee Jul 13, 2021 ଅପରାଧ ରଗଡ଼ି: ଚରିତ୍ରକୁ ନେଇ ସନେ୍ଦହ ଯୋଗୁ ଆଜି ଏକ ଜୀବନ ଯାଇଛି । ଜଣେ ଶିକ୍ଷକ ନିଜ ଶିକ୍ଷୟିତ୍ରୀ ପତ୍ନୀଙ୍କୁ ହାମର୍ରେ ପିଟି ପିଟି ଅତି!-->…
‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ biswabijayee Jul 13, 2021 ଅନ୍ୟାନ୍ୟ ବାଲେଶ୍ୱର: ସୁପରସୋନିକ କ୍ରୁଜ ମିସାଇଲ ‘ବ୍ରହ୍ମୋସ’ର ପରୀକ୍ଷଣ ସୋମବାର ସଫଳତାର ସହ ଶେଷ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର!-->…
୧୦ ଲକ୍ଷ ଟଙ୍କାର କେନ୍ଦୁପତ୍ର ବୋଝେଇ ଟ୍ରକ୍ ଜବତ, ୨ ଗିରଫ biswabijayee Jul 13, 2021 ଅପରାଧ ନୀଳଗିରି: ୧୬ନଂ. ଜାତୀୟ ରାଜପଥରେ ସୋମବାର ବାଲେଶ୍ୱର ଜିଲ୍ଲା ନୀଳଗିରି ବନବିଭାଗ ଚଢ଼ଉ କରି ଏକ କେନ୍ଦୁପତ୍ର ବୋଝେଇ ଟ୍ରକ୍କୁ ଜବତ କରିଛି!-->…