ପୁଣି ତେଜିଲା ଚାଷୀ ଆନେ୍ଦାଳନ biswabijayee Jun 27, 2021 ଦେଶବିଦେଶ ଚଣ୍ଡିଗଡ: କେନ୍ଦ୍ରର କୃଷି ସଂସ୍କାର ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଡେରା ଜମାଇଥିବା ଚାଷୀମାନେ ଆଜି ଆନେ୍ଦାଳନକୁ ତୀବ୍ର କରିବାକୁ!-->…
ଟିକା ମିଶ୍ରଣ ଡେଲଟା ପ୍ଲସରୁ ଦେଇପାରେ ସୁରକ୍ଷା biswabijayee Jun 27, 2021 ଦେଶବିଦେଶ ନୂଆଦିଲ୍ଲୀ: କରୋନା ଭାଇରସ ଡେଲ୍ଟା ପ୍ଲସ ଷ୍ଟେ୍ରନ ମୁକାବିଲା ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଉଛି । ଏପରିସ୍ଥିତିରେ ଟିକା ମିଶ୍ରଣ!-->…
୧୬୭ ଜିଲ୍ଲାରେ ପଜିଟିଭିଟି ହାର ୫% ଅଧିକ biswabijayee Jun 27, 2021 ଦେଶବିଦେଶ ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାତ୍ରା ହ୍ରାସ ପାଇବା ସହ ଦ୍ୱିତୀୟ ଲହର ଫିକା ପଡିଥିବା ଅନୁମାନ କରାଯାଉଛି । କିନ୍ତୁ ଏବେ ବି ଦେଶର!-->…
୮ ରାଜ୍ୟର ୧୦ ଜିଲ୍ଲାକୁ କେନ୍ଦ୍ରର ଆଲର୍ଟ biswabijayee Jun 27, 2021 ଦେଶବିଦେଶ ନୂଆଦିଲ୍ଲୀ: ଭାରତରେ ଦ୍ୱିତୀୟ କରୋନା ଲହର ପ୍ରଭାବ କମୁଛି । ତୃତୀୟ ଲହର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କରୋନା ଭାଇରସର ଡେଲ୍ଟା!-->…
୧୦ ଲକ୍ଷର ଗଞ୍ଜେଇ ଜବତ, ଜଣେ ଗିରଫ biswabijayee Jun 26, 2021 ଅପରାଧ ଲମତାପୁଟ: ମାଲକାନଗିରି ଜିଲ୍ଲାରୁ ଭୁବନେଶ୍ୱର ଚାଲାଣ ବେଳେ ମାଛକୁଣ୍ଡ ପୁଲିସ୍ ହାତରେ ଧରାପଡିଛି ୧ କୁଇଣ୍ଟାଲ ଗଞ୍ଜେଇ । ଏହି କାରବାରରେ!-->…
ଏଥର ଓଡ଼ିଶା ବିରୋଧରେ ଉଠିଲା ସ୍ୱର biswabijayee Jun 26, 2021 ଅନ୍ୟାନ୍ୟ ଗୁଣପୁର: ‘ବଂଶଧାରା ଜଳ ଉପରେ ଆମର ୫୦ ଭାଗ ହକ୍ ରହିଛି । ଏହି ଜଳକୁ ଆମେ ବ୍ୟବହାର କରି ନେରେଡି ବ୍ୟାରେଜ ପାଇଁ ଆନ୍ଧ୍ରକୁ ଜବାବ୍ ଦେବା ।!-->…
ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ biswabijayee Jun 26, 2021 ଅପରାଧ ଜୟପୁର: ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ମହିଳା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ସେ ହେଲା ଗଞ୍ଜାମ ଜିଲ୍ଲା ଡାବର ଗାଁର ଲବ!-->…
୧୦ ହଜାର ତଣ୍ଡ ଗଣିଲେ ଅମାନିଆ biswabijayee Jun 26, 2021 ଅନ୍ୟାନ୍ୟ ଜୟପୁର: ସଟ୍ଡାଉନ୍ରେ ଘରେ ନରହି ବିନା କାରଣରେ ବାହାରେ ବୁଲିବା ଅଭିଯୋଗରେ ୨୦ ଅମାନିଆ ତଣ୍ଡ ଗଣିଛନ୍ତି । ସଦର ପୁଲିସ ସେମାନଙ୍କଠାରୁ!-->…
ଏଜେନ୍ସି କର୍ମଚାରୀ ଗିରଫ biswabijayee Jun 26, 2021 ଅପରାଧ ରାଉରକେଲା: ଏଟିଏମ୍ ମେସିନ୍ର ପାସ୍ୱାର୍ଡକୁ ଚତୁରତାର ସହ ସଂଗ୍ରହ କରି ୪ଟି ବ୍ୟାଙ୍କର ଏଟିଏମ୍ରୁ ୩୪ ଲକ୍ଷ ଟଙ୍କା ହଡ଼ପ କରିବା ଘଟଣାରେ!-->…
କେନାଲ କୁଣ୍ଡରେ ବୁଡ଼ି ୨ ଶିଶୁ ମୃତ biswabijayee Jun 26, 2021 ଅପରାଧ ରାଉରକେଲା: ଖେଳୁଥିବା ବେଳେ କେନାଲ ପାଖରେ ଥିବା ପାଣିକୁଣ୍ଡରେ ବୁଡ଼ି ଦୁଇ ଶିଶୁପୁତ୍ରଙ୍କ ମୃତୁ୍ୟ ଘଟିଛି । ଏଭଳି ଦୁଃଖଦ ଘଟଣା!-->…