ଗଞ୍ଜେଇ ସହ ବୋଲେରୋ ଜବତ, ୨ ଗିରଫ biswabijayee Jun 13, 2021 ଅପରାଧ ମୈଦଲପୁର: ପାହଡ଼ାହାଣ୍ଡି ବ୍ଲକ ମୈ÷ଦଲପୁର ପୁଲିସ ୬୪ କେଜି ଗଞ୍ଜେଇ ସହ ଏକ ବୋଲେରୋକୁ ଜବତ କରିଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ!-->…
ଲୋକନାଥ ଓ ଜାଗେଶ୍ୱର ବାବାଙ୍କ ପତରପେଣ୍ଡି biswabijayee Jun 13, 2021 ଅନ୍ୟାନ୍ୟ ସମ୍ବଲପୁର: ସମ୍ବଲପୁର ଶୀତଳଷÂୀ ଯାତ୍ରା ଧୀରେ ଧୀରେ ଜମି ଆସିଲାଣି । ଶୁକ୍ରବାର ନନ୍ଦପଡାର ବଂ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି!-->…
ହାତୀ ମୃତଦେହ ଉଦ୍ଧାର, ୨ ଗିରଫ biswabijayee Jun 13, 2021 ଅପରାଧ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବନଖଣ୍ଡ ଗଜରାଜଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି । ଗତ ଫେବ୍ରୁଆରୀରେ କର୍ଲାପାଟ ଅଭୟାରଣ୍ୟରେ!-->…
ମାସ ଶେଷ ସୁଦ୍ଧା ମାଟ୍ରିକ୍ ଫଳ: ସମୀର ଦାଶ biswabijayee Jun 13, 2021 ଟ୍ୟୁଇନ୍ ସିଟ ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ଫଳ । ପୂର୍ବରୁ ଯାହା କୁହାଯାଇଥିଲା, ସେହି ଅନୁସାରେ ଜୋରସୋରରେ ମୂଲ୍ୟାୟନ!-->…
ଗୋଟିଏ କିଡନୀରେ କରୋନାକୁ ମାତ୍ biswabijayee Jun 13, 2021 ଓଡ଼ିଶା ଜୟପୁର: କରୋନା ସଂକ୍ରମଣ ଧୀରେ ଧୀରେ କାବୁ ହେଉଛି । ଏଭଳି ମୁହୂର୍ତ୍ତରେ ସ୍ଥାନୀୟ କୋଭିଡ୍ ହସ୍ପିଟାଲ୍ରୁ ଆସିଛି ଆଉ ଏକ ଭଲ ଖବର । ଦୀର୍ଘ!-->…
ଗଳାକାଟି ବାପା, ପୁଅଙ୍କୁ ହତ୍ୟା biswabijayee Jun 13, 2021 ଅପରାଧ ମୋହନା: ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ଗଳାକାଟି ବାପା, ପୁଅଙ୍କୁ ହତ୍ୟା । ଗଜପତି ଜିଲ୍ଲା ଅଡ଼ବା ଥାନା ଅଧୀନ ଗୁଲୁବା ପଞ୍ଚାୟତର!-->…
ମାଓ ଦମ୍ପତିଙ୍କ ଆତ୍ମସମର୍ପଣ biswabijayee Jun 13, 2021 ଅପରାଧ ମାଲକାନଗିରି: ପୁଲିସ୍ ନିକଟରେ ଆତ୍ମସମର୍ପଣ କଲେ ମାଓ ଦମ୍ପତି । ମାଲକାନଗିରି ଜିଲ୍ଲା ସୀମାନ୍ତ ବିଜାପୁର ଜିଲ୍ଲାରେ ଏହି ଦମ୍ପତି ପୁଲିସ!-->…
କରୋନାରେ ସୁନାର ସଂସାର ଛାରଖାର biswabijayee Jun 13, 2021 ଅପରାଧ ବଅଁରପାଳ: କରୋନାର କରାଳତାରେ ଛାରଖାର ହୋଇଗଲା ଗୋଟିଏ ସୁନାର ସଂସାର । ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର । ମାତ୍ର ୬ ଦିନ ଭିତରେ!-->…
କୋଭିଡ୍ ହସ୍ପିଟାଲରେ ଗୀତରେ ଝୁମିଲେ ଡାକ୍ତର ଓ କର୍ମଚରୀ biswabijayee Jun 12, 2021 ଓଡ଼ିଶା ବଲାଙ୍ଗିର: ବଲାଙ୍ଗିର କୋଭିଡ ହସ୍ପଟାଲରେ ମିଳିତ ଭାବର ନାଚିଲେ ସଂକ୍ରମିତ ଓ କୋଭିଡ ହସ୍ପିଟାଲର ସ୍ୱାସ୍ଥ୍ୟ କର୍ମଚାରୀ । ହସ୍ପିଟାଲ!-->…
ଅସହାୟ ବୃଦ୍ଧା ମିଶନ ଆଶ୍ରାକୁ ସ୍ଥାନାନ୍ତର biswabijayee Jun 12, 2021 ଅନ୍ୟାନ୍ୟ ଅନୁଗୁଳ: ଗତକାଲି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏକ ଅଭାବନୀୟ ଦୃଶ୍ୟ ପଦାକୁ ଆସିଥିଲା । ଜଣେ ମାନସିକ ବିକାରଗ୍ରସ୍ତ ମହିଳା ଡାକ୍ତରଖାନା!-->…