biswabijayee

ଆକାର୍ଶ ମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳ ଦେଖିଲେ ନବୀନ:ବୁଲ୍ବୁଲ୍ ପାଇଁ ପ୍ୟାକେଜ୍

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ‘ବୁଲ୍ବୁଲ୍’ କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ସହାୟତା ପ୍ୟାକେଜ୍ । ହେଲିକପ୍ଟର…

ଘନେଇଲା ମହାରାଷ୍ଟ୍ର ସଂକଟ:ଶିବସେନା ପରେ ଏନ୍ସିପିକୁ ସରକାର ଗଠନ ପାଇଁ ଡାକରା

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । ରାଜ୍ୟରେ ସରକାର ଗଠନ ନେଇ ଦାବି ଜଣାଇବା ଲାଗି…

ସିଏସ୍ଆର୍ ପାଣ୍ଠିର ସଦୁପଯୋଗ ବିକାଶ ଆଣିବ

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କର୍ପୋରେଟ୍ ସାମାଜିକ ଦାୟିତ୍ୱାବୋଧ (ସିଏସ୍ଆର୍)ର ସଦୁପଯୋଗ ଶିଳ୍ପସଂସ୍ଥାର ପାରିପାଶ୍ୱିର୍କ ଉନ୍ନତି ସହ ରାଜ୍ୟ ଅର୍ଥନୀତିକୁ ବିକାଶ ପଥରେ ଆଗେଇ…

ଗୋନ୍ଦୱାନା: ଆଦାନି ଗ୍ରୁପ୍ ଦ୍ୱାରା ୨ ଭିନ୍ନ ସଂସ୍କୃତିର ମିଳନ

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦେଶର ଅଗ୍ରଣୀ ବ୍ୟବସାୟ ପ୍ରତିÂାନ ଆଦାନି ଗ୍ରୁପ୍ ‘ଗୋନ୍ଦୱାନା’ ଜରିଆରେ କଳା ଦ୍ୱାରା ପ୍ରେରିତ ଦୁଇଟି ଦେଶର ଐତିହାସିକ…

ସିଏସ୍ଆର୍ ପାଇଁ ଆଦିତ୍ୟ ଆଲୁମିନିୟମ ପୁରସ୍କୃତ

ଭୁବନେଶ୍ୱର,(ବୁ୍ୟରୋ): ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନି ଆଦିତ୍ୟ ଆଲୁମିନିୟମକୁ ଶ୍ରେÂ ସିଏସ୍ଆର୍ ବ୍ୟବସ୍ଥା ପ୍ରଚଳନକାରୀ କମ୍ପାନି ଭାବେ ପୁରସ୍କୃତ କରାଯାଇଛି…

ଭାଇଜାଗ୍ ଇସ୍ପାତ କାରଖାନା ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର,(ବି.ବି.ବୁ୍ୟରୋ):ପୂର୍ବ ଭାରତରେ ଅଧିକ ଇସ୍ପାତ ଉତ୍ପାଦନ ହେଉଥିବାରୁ ଏହାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଭାରତର ଇସ୍ପାତ ଉପôାଦନରେ ପୂର୍ବ…