ହୀରାଖଣ୍ଡରେ ବିଦେଶୀଙ୍କୁ ନେଇ ଯାତ୍ରୀ ଆତଙ୍କିତ biswabijayee Mar 19, 2020 ଓଡ଼ିଶା କୋରାପୁଟ,(ବି.ବି.ନୁ୍ୟଜ୍): ଜଣେ ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ହୀରାଖଣ୍ଡ ଏକ୍ସପ୍ରେସରେ ଯାତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଆତଙ୍କ ।!-->…
ଚାକିରି ନାଁରେ ଠକେଇ ସଂପୃକ୍ତି ସନେ୍ଦହ biswabijayee Mar 19, 2020 ଅନ୍ୟାନ୍ୟ ବାଲେଶ୍ୱର,(ବି.ବି.ନୁ୍ୟଜ୍): ଜଣେ ନକଲି ଟ୍ରାଭେଲିଂ ଟିକଟ ଏକ୍ଜାମିନର(ଟିଟିଇ) ବୁଧବାର ଧରାପଡ଼ିଛି । ନିଜକୁ ଟିଟିଇ ପରିଚୟ ଦେଇ ବିନା!-->…
ଗୁଣି ସନେ୍ଦହରେ ଦମ୍ପତିଙ୍କୁ ହତ୍ୟା:୨ ଅଭିଯୁକ୍ତ ଯୁବକ ଗିରଫ biswabijayee Mar 19, 2020 ଅପରାଧ ମୋହନା, (ବି.ବି.ନୁ୍ୟଜ୍): ସ୍ଥାନୀୟ ଥାନା ଅଧୀନ ଗପଟିମା ଗ୍ରାମରେ ଗୁଣି ସନେ୍ଦହରେ ଘଟିଥିବା ଦମ୍ପତିଙ୍କୁ ହତ୍ୟା ଘଟଣାରେ ଆଜି ମୋହନା!-->…
୧୪୪ ବଳବତ୍ତର, ଆଜି ବି ମାର୍କେଟ ବନ୍ଦ biswabijayee Mar 19, 2020 ଅନ୍ୟାନ୍ୟ ବ୍ରହ୍ମପୁର, (ବି.ବି.ନୁ୍ୟଜ୍): କରୋନା ଭାଇରସ୍ ମୁକାବିଲା କରିବାକୁ ଗଞ୍ଜାମରେ ୧୪୪ଧାରା ବଳବତ୍ତର ରହିଛି । ପ୍ରଶାସନ ପକ୍ଷରୁ ବାରମ୍ବାର!-->…
କରୋନା ସଚେତନତା ଗୀତ ଭାଇରାଲ୍ biswabijayee Mar 19, 2020 ଓଡ଼ିଶା ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ସାରା ଦୁନିଆକୁ ଡରାଇଲାଣି… ସବୁରି ଛାତିକୁ ଥରାଇଲାଣି… ମହାମାରୀ କରୋନା… ହେଲେ ଆମେ ହୁସିଆର… ହେଲେ!-->…
ଗଞ୍ଜାମରେ ୨ କେନ୍ଦ୍ର, ରିପୋର୍ଟିଂ ସରିଲା biswabijayee Mar 19, 2020 ଓଡ଼ିଶା ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ୨ଟି ମାଟ୍ରିକ୍ ଖାତା ଦେଖା କେନ୍ଦ୍ର ଖୋଲାଯାଇଛି । ଗୋଟିଏ ବ୍ରହ୍ମପୁର!-->…
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ରେ ସ୍କ୍ରାପ୍ ମୁ୍ୟଜିଅମ୍ biswabijayee Mar 19, 2020 ଓଡ଼ିଶା ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ସ୍ଥାନୀୟ ସରକାରୀ ଆଇଟିଆଇକୁ ଆଉ ଏକ ଜାତୀୟସ୍ତରର ଏକ ସଫଳତା । ଆଇଟିଆଇ କ୍ୟାମ୍ପସ୍ରେ ଏହାର!-->…
କ୍ୱାରେଣ୍ଟାଇନ୍ରେ ରହିବ ବିଦେଶ ଜାହାଜ biswabijayee Mar 19, 2020 ଅନ୍ୟାନ୍ୟ ଛତ୍ରପୁର,(ବି.ବି.ନୁ୍ୟଜ୍): କରୋନା ସଂକ୍ରମଣ ରୋକିବାକୁ ଗୋପାଳପୁର ପୋର୍ଟ ଲିମିଟେଡ୍ (ଜିପିଏଲ୍) ସମସ୍ତ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା!-->…
ମହଙ୍ଗା ପଡ଼ିଲା ସୋସିଆଲ ମିଡ଼ିଆରେ କରୋନା ଗୁଜବ:ବନ୍ଧାହେଲେ ଦୁଇ biswabijayee Mar 19, 2020 ଅନ୍ୟାନ୍ୟ ତାଳଚେର/ଗଁଦିଆ,(ବି.ବି.ନୁ୍ୟଜ୍): ସୋସିଆଲ୍ ମିଡିଆରେ ‘କରୋନା’ ନେଇ ଗୁଜବ ପ୍ରଚାର କରିବା ମହଙ୍ଗା ପଡ଼ିଲା । ଗୁଜବ ପ୍ରଚାର କରିବା ନେଇ!-->…
୧୦୨ ଲିଟର ମଦ ଜବତ, ଜଣେ ଗିରଫ biswabijayee Mar 19, 2020 ଅପରାଧ ବୈପାରିଗୁଡା,(ବି.ବି.ନୁ୍ୟଜ୍): ମଦ ବିକ୍ରି ଅଭିଯୋଗରେ ବୈପାରିଗୁଡା ପୁଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ବ୍ୟକ୍ତିଜଣଙ୍କ ହେଲେ!-->…