ମାତାଲିଙ୍କୁ ସାବାଡ କଲେ ମହିଳା, ଆଡ୍ଡା ଉପରେ ଚଢଉ କରି ଭାଙ୍ଗିଲେ ମଦ ବୋତଲ

ଭଦ୍ରକ: ଚୋରା ମଦ ପିଇ ମାତାଲିଙ୍କ ଉତ୍ପାତରେ ଦେଖି ରାଗିଲେ ମହିଳା ଦଳ । ମଦ ଦୋକାନ ଘର ଭାଙ୍ଗିବା ସହ ଦେଶୀ ମଦ ନଷ୍ଟ କରିଛନ୍ତି ।
Show Buttons
Hide Buttons