୭୬ କିଲୋ ଗଞ୍ଜେଇ ଜବତ, ୩ ଗିରଫ biswabijayee Feb 26, 2020 ଅନ୍ୟାନ୍ୟ ମୋହନା,(ବି.ବି.ନୁ୍ୟଜ୍): ଅଡ଼ବା ଥାନା ଚୁଡ଼ଙ୍ଗପୁର ନିକଟରେ ପୁଲିସ ଚଢ଼ଉ କରି ଏକ କାର୍ରୁ ୭୬ କିଲୋ ଗଞ୍ଜେଇ ଜବତ କରିଛି । ଏହାସହ!-->…
ଦୁର୍ବୃତ୍ତଙ୍କ ଏଟିଏମ୍ ଲୁଟ୍ ଉଦ୍ୟମ ବିଫଳ biswabijayee Feb 26, 2020 ଅନ୍ୟାନ୍ୟ ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଏଟିଏମ ଭାଙ୍ଗି ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ରାଇରଙ୍ଗପୁର ଟାଉନ ଥାନା!-->…
ପୋଲିସ ଅଫିସରଙ୍କ ବଦଳି ଆଶଙ୍କାରେ ଏସ୍ଡିପିଓଙ୍କୁ ଘେରିଲେ ସ୍ଥାନୀୟଲୋକେ biswabijayee Feb 26, 2020 ଅନ୍ୟାନ୍ୟ ଆନନ୍ଦପୁର : ପୋଲିସର ଅପାରଗତାକୁ ନେଇ ବିଭିନ୍ନ ସମୟରେ ପୋଲିସ ଅଧିକାରୀଙ୍କ ବଦଳି ଦାବିରେ ଜନସାଧାରଣଙ୍କ ତରଫରୁ ଆନ୍ଦୋଳନ, ଥାନା ଘେରାଉ,!-->…
ପୂର୍ବତନ କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କ ପରଲୋକ biswabijayee Feb 26, 2020 ଅନ୍ୟାନ୍ୟ ଜଗତସିଂହପୁର : ପୂର୍ବତନ କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କ ପରଲୋକ ହୋଇଛି । ମୃତ୍ୟୁ ବୋଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା ।!-->…
ପୁଣି ବିଜେଡି ସଭାପତି ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ biswabijayee Feb 26, 2020 ଅନ୍ୟାନ୍ୟ ଭୁବନେଶ୍ବର: ପୁଣି ବିଜୁ ଜନତା ଦଳର ସଭାପତି ହେଲେ ନବୀନ ପଟ୍ଟନାୟକ । ଅଷ୍ଟମ ଥର ଲାଗି ଦଳର ମୁଖିଆ ହୋଇଛନ୍ତି ନବୀନ । ବିଜେଡି ରାଜ୍ୟ!-->…
ଓଡ଼ିଶାରେ ମମତା ବାନାର୍ଜୀ biswabijayee Feb 26, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ରାତିରେ ଓଡ଼ିଶା ଗସ୍ତରେ ଆସିଛନ୍ତି । ମମତା ଆଜି!-->…
ଏଟିଏମରୁ ୨୦ହଜାର ପାଇ ବ୍ୟାଙ୍କ ଜିମା ଦେଲେ biswabijayee Feb 26, 2020 ଅନ୍ୟାନ୍ୟ ଭଦ୍ରକ,(ବି.ବି.ନୁ୍ୟଜ୍): ଟଙ୍କା ଲୋଭରେ ସମସ୍ତେ ପଡ଼ିନଥାନ୍ତି । ଏମିତି ବି କିଛି ଅଛନ୍ତି, ଯେଉଁମାନଙ୍କର ସଚ୍ଚୋଟପଣିଆକୁ ଟଙ୍କା ମୋହ!-->…
ଭିଜିଲାନ୍ସ ଯନ୍ତାରେ ବ୍ରହ୍ମଗିରି ଆର୍ଆଇ, ପିଅନ biswabijayee Feb 26, 2020 ଅନ୍ୟାନ୍ୟ ବ୍ରହ୍ମଗିରି,(ବି.ବି.ନୁ୍ୟଜ୍): ଜାଗାବାଡ଼ି ପଟ୍ଟା ପ୍ରସ୍ତୁତ ନିମନ୍ତେ ମୁ୍ୟଟେସନ୍ କରିବା ପାଇଁ ସରକାରୀ ନିର୍ଦ୍ଧାରିତ ଅର୍ଥ ବାଦ୍!-->…
୪୧ ଗାଡିÿ ଉଠାଇଲା କ୍ରେନ୍ biswabijayee Feb 26, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବେଆଇନ୍ ପାର୍କିଂ ହଟାଇବା ଅଭିଯାନକୁ ଜୋରଦାର କରିଛି ଟ୍ରାଫିକ୍ ପୁଲିସ । ଆଜିଠୁ ସହରର ୬ଟି ରୁଟ୍ ଟାର୍ଗେଟ!-->…
ନିଶାରାଣୀ ସାରା ଓ ସହଯୋଗୀ ଗିରଫ biswabijayee Feb 26, 2020 ଅପରାଧ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶେଷରେ ପୁଲିସ ହାତରେ ଧରା ପଡ଼ିଛନ୍ତି ନିଶାରାଣୀ ସାରା । କମିଶନରେଟ୍ ପୁଲିସର ଡ୍ରଗ୍ ଟାସ୍କ୍ ଫୋର୍ସ ସାରା!-->…