ଧାର୍ ଟଙ୍କା ନ ଫେରାଇବାରୁ ଅପହରଣ:୩ ଗିରଫ, ବନ୍ଧୁକ, ଗୁଳି ଜବତ biswabijayee Jan 29, 2020 ଅନ୍ୟାନ୍ୟ ପାରାଦୀପ,(ବି.ବି.ନୁ୍ୟଜ୍): ଚୋରା ବେପାର କରିବାକୁ ଟଙ୍କା ଧାର ଦେଇଥିଲେ । ହେଲେ ଟଙ୍କା ନ ଫେରାଇବାରୁ ଅପହରଣ କଲେ । ଚିଙ୍ଗୁଡ଼ି ଘେରି!-->…
୧୦୧ ସ୍କୁଲ ହେବ ଉକ୍ରର୍ଷ କେନ୍ଦ୍ର biswabijayee Jan 29, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଇଂରାଜୀ ମାଧ୍ୟମ ସ୍କୁଲ ସହ ତାଳ ଦେଇ ରାଜ୍ୟର ସରକାରୀ ସ୍କୁଲ ବାଟ ଚାଲିବ । ଛାତ୍ରଛାତ୍ରୀମାନେ ଆଗାମୀ!-->…
‘ମୂକକୁ ମୁଖର କରିବାର ଶକ୍ତି କବିର ଅଛି’ biswabijayee Jan 29, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶବ୍ଦ ହେଉଛି ବ୍ରହ୍ମ । ଏହାର ବ୍ୟାପ୍ତି ଅନନ୍ତ । ଯଦି ଜଣେ ଶବ୍ଦ ଉଚ୍ଚାରଣ ନକରି କେବଳ ଚିନ୍ତା କରେ,!-->…
କରୋନା ଭାଇରସ:ଭାରତ ପ୍ରତି ଅଧିକ ବିପଦ ଥିବା ଆଶଙ୍କା biswabijayee Jan 29, 2020 ଦେଶବିଦେଶ ବେଜିଂ: ଚୀନ୍ରେ କରୋନା ଭାଇରସ ଯୋଗୁ ଆକ୍ରାନ୍ତ ହେଉଥିବା ଏବଂ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପର୍ଯ୍ୟନ୍ତ!-->…
ଭାରତର ଚମକ୍ରାର ବିଜୟ biswabijayee Jan 29, 2020 ଖେଳ ହାମିଲଟନ୍: ନୁ୍ୟଜିଲାଣ୍ଡ ଓ ଭାରତ ମଧ୍ୟରେ ଆଜି ଖେଳାଯାଇଥିବା ସିରିଜର ତୃତୀୟ ଟି-ଟ୍ୱେଣ୍ଟି ବେଶ୍ ରୋମାଞ୍ଚକର ହୋଇଥିଲା । ସୁପର ଓଭର ହିଁ!-->…
ଧର୍ମଘଟକୁ ଓହ୍ଲାଇବେ ଓଡ଼ିଶାର ୪୦ ହଜାର କର୍ମଚାରୀ biswabijayee Jan 29, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖାଗୁଡ଼ିକ ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୩୦ରୁ ୪ ଦିନ ପାଇଁ ବନ୍ଦ ରହିବ ।!-->…
ବାର୍ଡ ଫ୍ଲୁ: ଆସିବେ କେନ୍ଦ୍ରୀୟ ଟିମ୍ biswabijayee Jan 29, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁକ୍କୁଟ ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଚିହ୍ନଟ!-->…
ଦୁଇ ବ୍ରାଉନ୍ସୁଗର ମାଫିଆ ଗିରଫ biswabijayee Jan 29, 2020 ଅନ୍ୟାନ୍ୟ ବାଲେଶ୍ୱର,(ବି.ବି.ବୁ୍ୟରୋ): କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ବାଲେଶ୍ୱର ଅଞ୍ଚଳରୁ ଆଉ ୨ ଜଣ ବ୍ରାଉନ୍ସୁଗର ମାଫିଆଙ୍କୁ ଗିରଫ କରିଛି ।!-->…
ପାରିବାରିକ କଳହର କରୁଣ ପରିଣତି biswabijayee Jan 29, 2020 ଅନ୍ୟାନ୍ୟ ଓଡ଼ାପଡ଼ା,(ବି.ବି.ନୁ୍ୟଜ୍): ପାରିବାରିକ କଳହର ପରିଣତି ଯେ କେତେ ଭୟଙ୍କର ହୋଇପାରେ ମଙ୍ଗଳବାର ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା!-->…
ପ୍ରଜ୍ଞାପନ ମେଢ଼ ପୁରସ୍କାର ଗ୍ରହଣ କଲା ଓଡ଼ିଶା biswabijayee Jan 29, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୂଆଦିଲ୍ଲୀର ରାଜପଥଠାରେ ଅନୁÂିତ ଜାତୀୟସ୍ତରୀୟ ଗଣତନ୍ତ୍ର ଦିବସ ପରେଡ୍ରେ ଓଡ଼ିଶା ପ୍ରଜ୍ଞାପନ ମେଢ଼!-->…