ଦାଦନ ଖଟିବାକୁ ଯାଇ ଫେରିଲାନି ପୁଅ biswabijayee Jan 14, 2020 ଅପରାଧ ବାରିପଦା,(ବି.ବି.ନୁ୍ୟଜ୍): ରାତି ପାହିଲେ ମୟୂରଭଞ୍ଜର ଗଣପର୍ବ ମକର । ମକର ଧୁମ୍ରେ ପୁରପଲ୍ଲୀ ଗାଁଗଣ୍ଡା ଉତ୍ସବ ମୁଖର ହୋଇଉଠିଛି ।!-->…
ନିଅାଁରେ ପୋଡ଼ି ଗୁରୁତର ସ୍ତ୍ରୀକୁ ଗୋବର ଲିପିଦେଲା ସ୍ୱାମୀ biswabijayee Jan 14, 2020 ଅପରାଧ ବାଂଶପାଳ,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ବେଣ୍ଡିହି ଗ୍ରାମରେ ଆଜି ଏକ ଅଜବ ଘଟଣା ଘଟିଛି । ଜଣେ ବିବାହିତ ଯୁବତୀ!-->…
ଛେଲିଆପାଟ ଜଙ୍ଗଲରେ ହାତୀ ହତ୍ୟା biswabijayee Jan 14, 2020 ଅନ୍ୟାନ୍ୟ ବଲାଙ୍ଗୀର,(ବି.ବି.ନୁ୍ୟଜ୍): ହାତୀକୁ ମାରି ଦାନ୍ତ କାଟିନେଲେ । ପରେ ଶବକୁ ପୋତିଦେଲେ, ଅଥଚ ବନ ବିଭାଗ ଟେର ପାଇପାରିଲାନି । ତୁଣ୍ଡ!-->…
ଭିଜିଲାନ୍ସ ହାତରେ ଫରେଷ୍ଟର୍ biswabijayee Jan 14, 2020 ଅନ୍ୟାନ୍ୟ ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଜବତ କାଠକଟା ମେସିନ ଫେରାଇବାକୁ ଲାଞ୍ଚ । ଦୁଇ କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ନେଇଥିଲେ । ତୃତୀୟ!-->…
ପ୍ରେତାତ୍ମା କହୁଛି ମୃତୁ୍ୟ ରହସ୍ୟ biswabijayee Jan 14, 2020 ଅନ୍ୟାନ୍ୟ ନୀଳଗିରି,(ବି.ବି.ନୁ୍ୟଜ୍): ନୀଳଗିରି ସହର ଉପଖଣ୍ଡ ଗୋପବନ୍ଧୁ ଛାତ୍ରାବାସ ପଛପଟୁ ଗତ ୧୦ ତାରିଖ ଦିନ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା ।!-->…
ନୂଆ ଉଚ୍ଚତା ଛୁଇଁବ ଭାରତ-ଋଷ ସମ୍ପର୍କ biswabijayee Jan 14, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଗାମୀ ଦିନରେ ଭାରତ-ଋଷ ସମ୍ପର୍କ ନୂଆ ଉଚ୍ଚତା ଛୁଇଁବ । ମଙ୍ଗଳବାର ଋଷ ଗଣମାଧ୍ୟମର ଏକ ପ୍ରତିନିଧି ମଣ୍ଡଳି!-->…
ବିରୋଧୀ ହିଂସା ଘଟାଇବାକୁ ଷଡ଼ଯନ୍ତ୍ର କରୁଛନ୍ତି:ରାମମାଧବ biswabijayee Jan 14, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନାଗରିକତା ସଂଶୋଧନ ଆଇନ ଏବେ ସମ୍ବିଧାନର ଅଂଶବିଶେଷ । କେନ୍ଦ୍ର ସରକାର ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଏ!-->…
‘ଅବସରପ୍ରାପ୍ତ ସେନାଙ୍କ ପାଇଁ ସରକାର ସଂକଳ୍ପବଦ୍ଧ’ biswabijayee Jan 14, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସେନାରେ ଉଚ୍ଚଦକ୍ଷତା ସମ୍ପନ୍ନ ବ୍ୟକ୍ତିମାନେ ଯୋଗ ଦେଇଥାନ୍ତି । ସେମାନେ ବିଭିନ୍ନ କ୍ଷେତ୍ରରେ ପାରଙ୍ଗମ ।!-->…
ବି୍ରଜ ପାଇଁ ଜବରଦଖଲ ଉଚ୍ଛେଦ biswabijayee Jan 14, 2020 ଅନ୍ୟାନ୍ୟ ଗୋପ,(ବି.ବି.ନୁ୍ୟଜ୍): ପରିବାରର ପ୍ରବଳ ବିରୋଧ ସତ୍ତେ୍ୱ ପ୍ରଶାସନ ଜବରଦଖଲ ଉଚ୍ଛେଦ କରିଛି । ଏହି ଜବରଦଖଲ ସମୟରେ ଗୃହକର୍ତ୍ତା ପେଟ୍ରୋଲ!-->…
ନୂତନ ଥାନାଧିକାରୀଙ୍କ ଦାୟିତ୍ୱ ଗ୍ରହଣ biswabijayee Jan 14, 2020 ଅନ୍ୟାନ୍ୟ ବଳଙ୍ଗା,(ବି.ବି.ନୁ୍ୟଜ୍): ଆଜି ବଳଙ୍ଗା ଥାନାରେ ଇନ୍ସପେକ୍ଟର ଇନଚାର୍ଜ ଭାବେ ସଞ୍ଜୀବ କୁମାର ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି ।!-->…