ସିମୁଳିଆରୁ ବ୍ରାଉନ୍ସୁଗର ଜବତ, ପରିବା ବେପାରୀ ଗିରଫ biswabijayee Jan 12, 2020 ଅନ୍ୟାନ୍ୟ ସିମୁଳିଆ,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମଇତାପୁର ପଞ୍ଚାୟତ ଅନ୍ତର୍ଗତ ହାଟମଇତାପୁର ଅଞ୍ଚଳରୁ ଶୁକ୍ରବାର ରାତିରେ!-->…
୧୮ ଘଣ୍ଟା ପରେ ଧରାହେଲା biswabijayee Jan 11, 2020 ଅନ୍ୟାନ୍ୟ କଟକ,(ବି.ବି.ବୁ୍ୟରୋ): ଏସ୍ସିବି ଆଇସିୟୁ ଭିତରୁ ଖସିଯିବାରେ ସଫଳ ହୋଇଛି ଜଣେ ବିଚାରାଧୀନ ବନ୍ଦୀ । ପୁଲିସ ପ୍ରହରା ଓ ସୁରକ୍ଷା ବ୍ୟବସ୍ଥା!-->…
ଘର ଭିତରୁ ଦମ୍ପତି, ଦୁଇ ଶିଶୁଙ୍କ ମୃତ ଦେହ ଉଦ୍ଧାର biswabijayee Jan 11, 2020 ଅନ୍ୟାନ୍ୟ ରାଜଗାଙ୍ଗପୁର,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଆଇଟି କଲୋନୀ ଅଞ୍ଚଳରେ ଘଟିଛି ଏକ ଅଘଟଣ । ଗୋଟିଏ ଘର ଭିତରୁ ଦମ୍ପତି!-->…
ଆଦେଶ ମିଳିଲେ ପିଓକେ ଦଖଲ କରିବୁ biswabijayee Jan 11, 2020 ଅନ୍ୟାନ୍ୟ ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ସମେତ ସମଗ୍ର ଜମ୍ମୁ-କାଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ବହୁବର୍ଷ ପୂର୍ବରୁ!-->…
ଜାତିଭିତ୍ତିକ ଜନଗଣନା ହେଉ biswabijayee Jan 11, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୨୦୨୧ ଜନଗଣନା ଆରମ୍ଭ ପୂର୍ବରୁ ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ରାଜ୍ୟରେ ସାମାଜିକ ଓ ଆର୍ଥିକ!-->…
ରାଜ୍ୟପାଳ ଗଣେଶୀ ଲାଲ୍ ଆରତି କରୁଛନ୍ତି biswabijayee Jan 10, 2020 ଅନ୍ୟାନ୍ୟ ଜଗଦ୍ଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ-ଗୋବର୍ଦ୍ଧନ ମଠ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ତୀର୍ଥରାଜ ମହୋଦଧି ଆରତିର ବାର୍ଷିକ ମହୋତ୍ସବରେ!-->…
ବ୍ରହ୍ମପୁରରେ ବିଜେପିର ସିଏଏ ସମର୍ଥନ ରାଲିରେ କେନ୍ଦ୍ର ମନ୍ତ୍ରୀ ବାବୁଲ୍ ସୁପ୍ରିୟୋ biswabijayee Jan 10, 2020 ଅନ୍ୟାନ୍ୟ ବ୍ରହ୍ମପୁର, (ବି.ବି.ବୁ୍ୟରୋ): କଂଗ୍ରେସ ହେଉ କି ତୃଣମୂଳ କଂଗ୍ରେସ ଅଥବା ବାମ ଦଳ ସେମାନେ ରାଜନୈତିକ ଦେବାଳିଆ ହୋଇଗଲେଣି । ସେମାନଙ୍କ!-->…
ରାଜଧାନୀ ମାର୍କେଟ ବିଲ୍ଡିଂରେ ଆତଙ୍କ biswabijayee Jan 10, 2020 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବ୍ୟବସାୟ ପେଣ୍ଠସ୍ଥଳୀ ରାଜଧାନୀ ମାର୍କେଟ ବିଲ୍ଡିଂରେ ଆଜି ସନ୍ଧ୍ୟାରେ ଆତଙ୍କ ଖେଳି ଯାଇଛି । ୩୦ରୁ ଅଧିକ!-->…
୪୦ ପରିବାରକୁ ନିଆଁ, ପାଣି ବାସନ୍ଦ biswabijayee Jan 10, 2020 ଅନ୍ୟାନ୍ୟ ଜଗତସିଂହପୁର,(ବି.ବି.ନୁ୍ୟଜ୍): କୁଜଙ୍ଗ ଥାନାନ୍ତର୍ଗତ ତାଳଦଣ୍ଡା ଗ୍ରାମର ୪୦ ପରିବାରକୁ ନିଆଁ ପାଣି ବାସନ୍ଦ କରାଯାଇଛି । ଏମିତିକି!-->…
ଆନେ୍ଦାଳନରତ ଆଇନଜୀବୀଙ୍କ ଲାଇସେନ୍ସ ବାତିଲ ହେବ biswabijayee Jan 10, 2020 ଅନ୍ୟାନ୍ୟ କଟକ,(ବି.ବି.ବୁ୍ୟରୋ): ବାରମ୍ବାର ତାଗିଦ୍ ସତ୍ତେ୍ୱ ବିଭିନ୍ନ ବାର୍ ଆସୋସିଏସନ୍ ଆଇନଜୀବୀମାନେ ଆନେ୍ଦାଳନ ପ୍ରତ୍ୟାହାର କରୁନଥିବାରୁ!-->…