ପିଲାଙ୍କ କଳିକୁ ନେଇ ଭାଇକୁ ହାଣିଲା ଭାଇ biswabijayee Dec 24, 2019 ଅନ୍ୟାନ୍ୟ ବାଲେଶ୍ୱର,(ବି.ବି.ନୁ୍ୟଜ୍): ପିଲାଙ୍କ କଳିକୁ ନେଇ ଭାଇକୁ ଭାଇ ହାଣିଛି । ଏଭଳି ଅଭାବନୀୟ ଘଟଣା ନୀଳଗିରି ଥାନା ଅନ୍ତର୍ଗତ କାଥିପଦା!-->…
ସ୍ୱଦେଶୀ ଟେକ୍ନୋଲୋଜି ରପ୍ତାନିକୁ ଗୁରୁତ୍ୱ ଦିଅ biswabijayee Dec 24, 2019 ଓଡ଼ିଶା ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତରେ ନୂଆ ଟେକ୍ନୋଲୋଜି ବିକଶିତ କର । ଏହି ସ୍ୱଦେଶୀ ଟେକ୍ନୋଲୋଜିକୁ ବିଦେଶକୁ ରପ୍ତାନି କର । କେନ୍ଦ୍ର!-->…
ପ୍ରଥମ ପତ୍ନୀଙ୍କୁ ଛାଡି ଦ୍ବତୀୟ ଥର ପାଇଁ ବିବାହ କରିଥିଲେ ବଲିଉଡର ଏହି ସବୁ ଅଭିନେତା biswabijayee Dec 23, 2019 ମନୋରଞ୍ଜନ ମୁମ୍ବାଇ: ବଲିଉଡରେ ବିବାହ ଓ ବିଚ୍ଛେଦ ଏକ ସାଧାରଣ କଥା। ଏଠାରେ ସମ୍ପର୍କ ଯେତେ ଶୀଘ୍ର ଯୋଡିହୋଇଥାଏ ସେତିକି ଶୀଘ୍ର ଭାଙ୍ଗିବାର ମଧ୍ୟ!-->…
ସୋସିଆଲ ମିଡିଆରେ ନିଆଁ ଲଗାଇଲେ ଅନନ୍ୟା ପାଣ୍ଡେ biswabijayee Dec 23, 2019 ମନୋରଞ୍ଜନ ମୁମ୍ବାଇ : ନିକଟରେ ଅନନ୍ୟା ପାଣ୍ଡେ ଫିଲ୍ମ ‘ପତି ପତ୍ନୀ ଔର ୱୋ’ରେ ନଜର ଆସିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିବା ସହ!-->…
ଯୋଗ ଦେଇପାରିବେନି ଜାତୀୟ ଚଳଚିତ୍ର ପୁରସ୍କାର ଉତ୍ସବରେ biswabijayee Dec 23, 2019 ମନୋରଞ୍ଜନ ମୁମ୍ବାଇ : ବଲିଉଡ୍ ବିଗ୍-ବି ଅମିତାଭ ବଚ୍ଚନ ଅସୁସ୍ଥ ହୋଇପଡିଛନ୍ତି। ଏ ନେଇ ସେ ନିଜେ ରବିବାର ସଂଧ୍ୟାରେ ଟ୍ୱିଟ୍ କରି ସୂଚିତ!-->…
୨୭ରେ ଓଡିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ biswabijayee Dec 23, 2019 ଅନ୍ୟାନ୍ୟ ଭୁବନେଶ୍ବର : ଆସନ୍ତା ୨୭ରେ ଓଡିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ବଲାଙ୍ଗିରରେ ଏଲପିଜି ବଟଲିଂ ପ୍ଲାଣ୍ଟର!-->…
ଜାନୁଆରୀରୁ ବାଣିଜି୍ୟକ ଉପôାଦନ biswabijayee Dec 22, 2019 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ପେଟ୍ରୋଲିୟମ (ବିପିସିଏଲ୍) ପକ୍ଷରୁ ବଲାଙ୍ଗୀରରେ ପ୍ରସ୍ତାବିତ!-->…
ମାଆଝିଅ ଜୀବନ୍ତ ଦଗ୍ଧ biswabijayee Dec 22, 2019 ଅପରାଧ ସୁନ୍ଦରଗଡ,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଅଞ୍ଚଳରେ ଘଟି ଯାଇଛି ଏକ ଅଘଟଣ । ଏକ ଘରେ ହଠାତ ନିଅାଁ ଲାଗିଯିବାରୁ ଭିତରେ!-->…
ଆତ୍ମଗ୍ଲାନିରେ ଜୀବନ ହାରିଲା ପୁଅ biswabijayee Dec 22, 2019 ଅନ୍ୟାନ୍ୟ ନୂଆପଡ଼ା,(ବି.ବି.ନୁ୍ୟଜ୍): ପୁଅକୁ ଆକଟ କରିବାକୁ ଯାଇ ଗଲା ବାପାର ଜୀବନ । ବାପାଙ୍କ ହତ୍ୟା କଳଙ୍କ ଲାଗିଲା ଖୋଦ୍ ପୁଅ ଉପରେ । ଏହାପରେ!-->…
ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରିଶ ମୁର୍ମୁଙ୍କ ପ୍ରଥମ ମୟୂରଭଞ୍ଜ ଗସ୍ତ biswabijayee Dec 22, 2019 ଓଡ଼ିଶା ବେତନଟୀ,(ବି.ବି.ନୁ୍ୟଜ୍): ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ଉପ ରାଜ୍ୟପାଳ ଗିରିଶଚନ୍ଦ୍ର ମୁର୍ମୁ ଆଜି ମୟୂରଭଂଜ ଗସ୍ତରେ!-->…