ଆଜି ଆସିବେ ରାଷ୍ଟ୍ରପତି biswabijayee Dec 6, 2019 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଖୋର୍ଦ୍ଧା ଓ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଶନିବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ!-->…
ପୁଲିସ ଉପରେ ପୁଷ୍ପବର୍ଷା: ମିଠା, ବାଣରେ ସ୍ୱାଗତ biswabijayee Dec 6, 2019 ଅନ୍ୟାନ୍ୟ ନୂଆଦିଲ୍ଲୀ: ହାଇଦ୍ରାବାଦ ପୀଡ଼ିତାଙ୍କୁ ଯେଉଁଭଳି ଭାବେ ପୋଡ଼ି ହତ୍ୟା କରାଯାଇଥିଲା, ତାହାକୁ ନେଇ ଦେଶବାସୀ ସ୍ତବ୍ଧ ହୋଇଯାଇଥିଲେ ।!-->…
ହାଇଦ୍ରାବାଦ ପୀଡ଼ିତାଙ୍କୁ ନ୍ୟାୟ:ବଳାକ୍ରାରୀଙ୍କୁ ଏନ୍କାଉଣ୍ଟର biswabijayee Dec 6, 2019 ଅପରାଧ ହାଇଦ୍ରାବାଦ): ତେଲଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ମହିଳା ପ୍ରାଣୀ ଚିକିତ୍ସକ ପ୍ରିୟଙ୍କା ରେଡ୍ଡୀଙ୍କୁ ଗଣବଳାକ୍ରାର ଓ ନିର୍ମମ ଭାବେ!-->…
ବିଜେଡି ସରକାରର ୬ ବିଫଳତା ବଖାଣିଲା ବିଜେପି biswabijayee Dec 6, 2019 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡିଶାରେ ବିଜେଡି ଶାସନର ୫ମ ପାଳିର ପ୍ରଥମ ୬ ମାସରେ ୬ ବଡ଼ ବିଫଳତାକୁ ପ୍ରସଙ୍ଗ କରି ମୁଖ୍ୟମନ୍ତ୍ରୀ ନବୀନ!-->…
ମେଧାବୀ ଛାତ୍ରଙ୍କୁ ଲାପଟପ୍ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ biswabijayee Dec 6, 2019 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲୋକସେବା ଭବନରେ ୨୦୧୯-୨୦ ଶିକ୍ଷା ବର୍ଷରେ ଯୁକ୍ତ ଦୁଇ ପାସ୍!-->…
ସୁପ୍ରିମକୋର୍ଟ ଛାଟ ପରେ ଶ୍ରୀମନ୍ଦିର ସେବା ବିକ୍ରି, ଲିଜ୍ରେଅଙ୍କୁଶ biswabijayee Dec 6, 2019 ଅନ୍ୟାନ୍ୟ ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବାଅଧିକାରକୁ ସେବାୟତମାନେ ବିକି୍ର କରୁଛନ୍ତି । ଖାଲି ସେତିକି ତ ନୁହେଁ!-->…
ରାମାଶିଷ ବୋର୍ଡର ନୂଆ ସଭାପତି biswabijayee Dec 6, 2019 ଅନ୍ୟାନ୍ୟ କଟକ,(ବି.ବି.ବୁ୍ୟରୋ): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ନୂତନ ସଭାପତି ଭାବେ ବରିÂ ପ୍ରଶାସନିକଅଧିକାରୀ ରାମାଶିଷ ହାଜରାଙ୍କୁ!-->…
ଦେଢ଼ ଶହ ଛୁଇଁଲା ପିଆଜ biswabijayee Dec 6, 2019 ଟ୍ୟୁଇନ୍ ସିଟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜଧାନୀରେ ପିଆଜର ହୋଲସେଲ ଦର ୧୧୦ଟଙ୍କା । କିନ୍ତୁ ବଜାର ଓ ଛକରେ ଥିବା ଖୁଚୁରା ଦୋକାନରେ ଏହି ଦର ଦେଢ଼!-->…
ଆମ୍ବେଦକରଙ୍କ ମହାପ୍ରୟାଣ ଦିବସରେ ବିଜେପିର ଶ୍ରଦ୍ଧାଞ୍ଜଳି biswabijayee Dec 6, 2019 ଓଡ଼ିଶା ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଭାରତୀୟ ସମ୍ବିିଧାନର ମୁଖ୍ୟ ପ୍ରଣେତା ଭାରତରନô ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ମହାପ୍ରୟାଣ!-->…
ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ିବ ବିମାନ biswabijayee Dec 6, 2019 ଅନ୍ୟାନ୍ୟ ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ପାଇଁ ଖୁସି ଖବର । ନୂଆ ବର୍ଷରେ ଆରମ୍ଭ ହେବ ନୂଆ ବିମାନ ସେବା । ଭୁବନେଶ୍ୱରରୁ ବିମାନ ଉଡ଼ିବ!-->…