Browsing Category
ଅନ୍ୟାନ୍ୟ
ଖୋଲିଲା ମହାପ୍ରଭୁ ଲିଙ୍ଗରାଜ ମନ୍ଦିର
ଭୁବନେଶ୍ୱର: ଦୀର୍ଘ ୯ ମାସ ପରେ ଆଜି ଖୋଲିଛି ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର। ପ୍ରଥମ ପର୍ୟ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ!-->…
ନିମ୍ନମାନ ଡ୍ରେନ୍ ନିର୍ମାଣକୁ ବିରୋଧ
ଡାବୁଗାଁ,(ବି.ବି.ନୁ୍ୟଜ): ନିମ୍ନମାନ କାମ ଯୋଗୁ ଡ୍ରେନ ଭାଙ୍ଗି ଯାଉଛି । ସାମାନ୍ୟ ଆଘାତରେ କଂକ୍ରିଟ ଛାଡିଯାଉଛି । ଯାହାକୁ ନେଇ ଜନ!-->…
ରାସ୍ତାରେ ଛୁଟୁଛି ମଇଳା ପାଣି
ନନ୍ଦପୁର,(ବି.ବି.ନୁ୍ୟଜ): ଜବରଦଖଲକାରୀଙ୍କ କବ୍ଜାରେ ରହିଛି ନନ୍ଦପୁର ସଦର ମହକୁମାର ଡ୍ରେନ୍ ଓ ରାସ୍ତା । ନିୟମିତ ଡ୍ରେନ୍ ସଫେଇ!-->…
ମାଡ଼ି ଆସୁଛନ୍ତି ୨୭ଘରିଆ ହାତୀପଲ
ବରଗଡ଼,(ବି.ବି.ନୁ୍ୟଜ): ଭେଡେ଼ନ ବ୍ଲକ ଗଣ୍ଡତୁରୁମ ମହାନଦୀ ଡେଇଁ ବରଗଡ଼ ଜିଲ୍ଲାକୁ ପ୍ରବେଶ କରିଥିବା ୨୭ ଘରିଆ ହାତୀପଲ ଧିରେ ଧିରେ ଆଗକୁ!-->…
ଅଜଣା ଗାଡ଼ି ଧକ୍କା:ମା’ ସହ ଛୁଆ ଭାଲୁର ମୃତୁ୍ୟ
ରେଢ଼ାଖୋଲ,(ବି.ବି.ନୁ୍ୟଜ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ରେଢ଼ାଖୋଲ-ବଡ଼ମାଳ ରାସ୍ତାର ବଂଶାଜାଲ ନିକଟରେ ଗତ!-->…
ବିଜେପି ପକ୍ଷରୁ ଥାନା ଘେରାଉ
ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡ଼ା ପୁଲିସର ମାତ୍ରାଧିକ କାର୍ଯ୍ୟାନୁÂାନ । ହେଲମେଟ ଯାଞ୍ଚବେଳେ ପୁଲିସ ମାଡରେ ଜଣେ ଯୁବକ ଲହୁଲୁହାଣ!-->…
୨୦ ଭରଣର ଧାନ ଗଦା ଜଳିଗଲା
ବୁଗୁଡ଼ା,(ବି.ବି.ନୁ୍ୟଜ): ବି.କରଡ଼ାବାଡ଼ି ଗ୍ରାମ ରାସ୍ତା ପାଶ୍ୱର୍ରେ ଥିବା ୨୦ ଭରଣର ୨ ଗଦା ଧାନ ଶୁକ୍ରବାର ଜଳିଯାଇଛି । ବାଇଧର ନାୟକ!-->…
ଦୁଇ ବଖରା ଘର ଜଳିଗଲା
ଦିଗପହଣ୍ଡି,(ବି.ବି.ନୁ୍ୟଜ): ଏସ୍.ଟିକରପଡ଼ା ଗ୍ରାମପଞ୍ଚାୟତ ଫାସିବନ୍ଧ ଗ୍ରାମର ରମେଶ ଗୌଡଙ୍କ ଦୁଇ ବଖରା ଘର ପୋଡ଼ି ନଷ୍ଟ ହୋଇଯାଇଛି ।!-->…
ପୁଅ ସମ୍ମୁଖରେ ବାପାକୁ ଦଳିଦେଲା ହାତୀ
ପରଜଙ୍ଗ: ପୁଅ ସମ୍ମୁଖରେ ବାପାକୁ ହାତୀ ଦଳି ମାରିଦେଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପରଜଙ୍ଗ ବ୍ଲକ୍ କନ୍ଦରସିଂହା ପଞ୍ଚାୟତ!-->…
ସମ୍ବାଇ ସୀମା ବିବାଦ : ପୁଣି ଯୁଗ୍ମ ସର୍ଭେ ଆରମ୍ଭ
କୋରାପୁଟ,(ବି.ବି.ନୁ୍ୟଜ): ପଟ୍ଟାଙ୍ଗି ବ୍ଲକ ସମ୍ବାଇ ପଞ୍ଚାୟତ ସୀମାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସ୍ଥାୟୀ!-->…

