Browsing Category
ଅନ୍ୟାନ୍ୟ
ରିଂରୋଡ କଡରୁ ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର
ସମ୍ବଲପୁର,(ବି.ବି.ନୁ୍ୟଜ୍): କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସମ୍ବଲପୁରରେ ଅପରାଧିକ ଗୋÂୀ ସକ୍ରିୟ ହୋଇଉଠିଛନ୍ତି । ଗତକାଲି ରାତିରେ!-->…
ରକ୍ତରଞ୍ଜିତ ଭୋଇସାହି, ୨ ମୃତ
ବ୍ରହ୍ମଗିରି,(ବି.ବି.ନୁ୍ୟଜ୍): ପାନୀୟଜଳ ପାଇପ୍ ସଂଯୋଗକୁ କେନ୍ଦ୍ରକରି ଆଜି ବ୍ରହ୍ମଗିରି ଥାନା ଡିମିରିସେଣା ଡିହ ଭୋଇସାହିରେ ଘଟିଛି!-->…
ରାସ୍ତାରୁ ମିଳିଲା ଲ୍ୟାଣ୍ଡମାଇନ, ବର୍ତ୍ତିଲେ ଯବାନ
ରାଉରକେଲା,(ବି.ବି.ନୁ୍ୟଜ୍): କମ୍ବିଂ ଅପରେସନ ପାଇଁ ଯାଉଥିବା ଯବାନମାନଙ୍କ ଉପରେ ଆକ୍ରମଣ କରିବା ଯୋଜନା କରିଥିଲେଫ ହେଲେ ସେମାନଙ୍କ ସବୁ!-->…
ବଜ୍ରକାପ୍ତା ଉଦ୍ଧାର
ବରଗଡ଼,(ବି.ବି.ନୁ୍ୟଜ୍): ବରଗଡ଼ ଜିଲ୍ଲା ଭେଡେ଼ନ ବ୍ଲକ ସୁନାଲରମ୍ଭା ପଞ୍ଚାୟତ କୁଦୋପାଲି ଟିକିରାପଡ଼ାରୁ ଆଜି ଏକ ବଜ୍ରକାପ୍ତା ଉଦ୍ଧାର!-->…
ମାଫିଆଙ୍କ କବ୍ଜାରେ ମୁରୁମ୍ ଓ ପଥର ଖାଦାନ
ସୋନପୁର, (ବି.ବି.ନୁ୍ୟଜ୍): ସୁବର୍ଣ୍ଣପୁର ଜିଲ୍ଲାରେ ଭରି ରହିଛି ମୁରୁମ ଓ ପଥର ଖାଦାନ । ଦିନକୁ ଦିନ ଏହି ମୁରୁମ ଓ ପଥର ଖାଦାନ!-->…
ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ, ସ୍ୱାମୀ ଅଟକ
ନୂଆପଡ଼ା,(ବି.ବି.ନୁ୍ୟଜ୍): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସିହିନାମୁଣ୍ଡା ଗାଁରେ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ଝୁଲନ୍ତା ମୃତଦେହ ତାଙ୍କ!-->…
ଭାରତରୁ ପ୍ରତିନିଧିତ୍ୱ କରିବେ ବୌଦ୍ଧର ଅନିଶା
ବୌଦ୍ଧ,(ବି.ବି.ନୁ୍ୟଜ୍): ଆସନ୍ତା ଏପ୍ରିଲ ମାସ ୨୦୨୧ରେ ମିଅାଁମାରରେ ହେବାକୁ ଥିବା ଲିଟିଲ ମିସ୍ ପ୍ରତିଯୋଗିତାରେ ଭାରତ ପକ୍ଷରୁ!-->…
ନାଗାବଳୀରେ ନିର୍ମାଣ କଲେ ପୋଲ
ରାୟଗଡ଼ା,(ବି.ବି.ନୁ୍ୟଜ୍): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ତଳସାଜା ଓ ଉପରସାଜା ଗ୍ରାମବାସୀ ମିଳିତ ଭାବେ ଆଜି ନିଜ ଉଦ୍ୟମରେ!-->…
ପାହାଡ଼ରୁ ପଥର ଖସି ଛାତ୍ର ମୃତ
ବାଲେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡରେ ଥିବା କପିଳଝର ବନ୍ଧନଟା ଜଳପ୍ରପାତରେ ରବିବାର ଏକ!-->…
ଚିକିତ୍ସାଧୀନ ଇଞ୍ଜିନିୟର ମୃତ, ମୃତୁ୍ୟ ସଂଖ୍ୟା ୨ ହେଲା
ଛତ୍ରପୁର, (ବି.ବି.ନୁ୍ୟଜ୍): ଗ୍ରାସିମ କେମିକାଲ୍ସ କମ୍ପାନିରେ ଘଟିଥିବା ଦୁର୍ଘଟଣାରେ ମୃତୁ୍ୟ ସଂଖ୍ୟା ଦୁଇରେ ପହଞ୍ଚିଛି । ଦୁର୍ଘଟଣାରେ!-->…

