Browsing Category
ଅନ୍ୟାନ୍ୟ
ଅପହରଣ, କେସିଙ୍ଗାରୁ ଉଦ୍ଧାର ହେଲେ ନିର୍ବ।ହୀ ଅଧିକାରୀ
ଝାରସୁଗୁଡ଼ା : ବନ୍ଧୁକ ମୁନରେ ନିର୍ବ।ହୀ ଅଧିକାରୀଙ୍କୁ ଅପହରଣ । ବିଳମ୍ବିତ ରାତିରେ ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ନିର୍ବ।ହୀ ଅଧିକାରୀ!-->…
ଗଞ୍ଜେଇ ଜବତକୁ ନେଇ ଉତ୍ତେଜନା
ମୋହନା : ଗଞ୍ଜେଇ ଜବତକୁ ନେଇ ଥାନାରେ ଉତ୍ତେଜନା । ଗଜପତି ଜିଲ୍ଲା ଅଡବା ଥାନା ସମ୍ମୁଖରେ ଏଭଳି ଉତ୍ତଜନା ଦେଖିବାକୁ ମିଳିଛି । ମିଥ୍ୟା!-->…
ନିମ୍ନ ଅଦାଲତରେ ତାଙ୍କ ବିରୋଧରେ ଚାଲିବନି ମାମଲା
କଟକ : ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ନିର୍ବାଚନ ମାମଲାକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ନିମ୍ନ ଅଦାଲତରେ ତାଙ୍କ ବିରୋଧରେ!-->…
ଜୁଆ ଆଡ୍ଡାରେ ଚଢାଉ, ୪ ଜୁଆଡିଙ୍କୁ ଧରିଲା ପୋଲିସ
ଜୟପୁର : ଜୁଆ ଆଡ୍ଡା ଉପରେ ଜୟପୁର ଟାଉନ ପୋଲିସର ଚଢାଉ। ନଗଦ ୨୬,୧୨୦ ଟଙ୍କା ସହ ୩ଟି ମଟର ସାଇକେଲ, ୨ଟି ମୋବାଇଲ ଓ ୨ ସେଟ୍ ତାସ୍ ଜବତ!-->…
ପଥର ମାଫିଆଙ୍କ କବଜାରେ ବେଗୁନିଆ ପାହାଡ଼
ନୀଳଗିରି: ନୀଳଗିରି ତହସିଲ ଅଧିନ ବେଗୁନିଆ ପାହାଡ଼ ଏବେ ପଥର ମାଫିଆଙ୍କ କବଜାରେ ଥିବା ଜଣାପଡିଛି।ଗ୍ରାମ୍ୟ ଜଙ୍ଗଲରୁ ଲକ୍ଷ ଲକ୍ଷ ଟଙ୍କାର!-->…
ବରଗଡ଼ ରିତେଶ ଦାଶ ହତ୍ୟା ମାମଲାରେ ୫ ଅଭିଯୁକ୍ତ ଗିରଫ
ବରଗଡ଼ : ଗତ ୨୬ ତାରିଖ ଦିନ ଟାଉନ ଥାନା ଅନ୍ତର୍ଗତ ବେହେରା ଟିକ୍ରା ଠାରେ କ୍ରିଷ୍ନା ମହାପାତ୍ର ନାମକ ଜଣେ ଯୁବକଙ୍କ ଭଡାଘରେ ବନ୍ଦ!-->…
ପେଟ୍ରୋଲ ପମ୍ପ ଥରିଲା, ଜଳିଲା:୩୦ ଆହତ, ୯ ଗୁରୁତର, ୩ ମୃତ ସନେ୍ଦହ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଅପରାହ୍ନ ୧ଟା ୭ ମିନିଟ୍ । ଭୟଙ୍କର ବିସ୍ଫୋରଣ ହେଲା, ଯେମିତି ହୃତସ୍ପନ୍ଦନ ଅଟକିଯିବ । ରାଜଧାନୀର!-->…
୪ ଅନ୍ତଃଜିଲ୍ଳା ଲୁଟେରା ଗିରଫ
ଫୁଲନଖରା, (ବି.ବି.ନୁ୍ୟଜ୍): ସଦର ଥାନା ପୋଲିସ ୪ ଜଣ ଅନ୍ତଃଜିଲା ଲୁଟେରାଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଏକ ବାଇକ ଓ ଚୋରା!-->…
ଦାୟିତ୍ୱ ଗ୍ରହଣ କଲେ ନୂଆ ଜିଲ୍ଲାପାଳ
ଜଗତସିଂହପୁର,(ବି.ବି.ନୁ୍ୟଜ): ଜଗତସିଂହପୁରର ନୂତନ ଜିଲ୍ଲାପାଳ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସରୋଜ କୁମାର ମିଶ୍ର । ପୂର୍ବତନ!-->…
ହାରିଗଲେ ବିଜେଡି ନେତା ତ୍ରିଲୋଚନ
ବସ୍ତା,(ବି.ବି.ନୁ୍ୟଜ୍): ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ୱର ଜିଲ୍ଲା ବସ୍ତା ବିଜେଡିର ନେତା ତ୍ରିଲୋଚନ ବେହେରା । ଦେହାନ୍ତ ବେଳକୁ!-->…

