Browsing Category
ଅନ୍ୟାନ୍ୟ
ଦାୟିତ୍ୱ ନେଲେ ଟ୍ରାଫିକ୍ ଡିସିପି ସୌମ୍ୟା ମିଶ୍ର
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଟୁଇନ୍ସିଟିର ନୂଆ ଟ୍ରାଫିକ୍ ଡିସିପି ଭାବେ ଆଜିଠୁ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ୨୦୧୪ ବ୍ୟାଚ୍ର!-->…
ପେସାଦାର ଲୁଟେରାର ଜୁଆ ଖେଳ ସଉକ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପେସାରେ ଲୁଟେରା । କିନ୍ତୁ ସଉକ ଜୁଆ ଖେଳ । ଏଥିପାଇଁ ନିଜ ଘରେ ଜୁଆ ଆଡ୍ଡା ଜମାଇଥିଲା । ଲୁଟ୍ ଟଙ୍କାରେ!-->…
ରାଗରେ ପଡେ଼ାଶୀଙ୍କୁ ଗୁଳି କଲେ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଖଣ୍ଡଗିରି ଥାନା ଅଧୀନ ଭରତପୁର ଅଞ୍ଚଳରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କ ଅଭାବନୀୟ କାଣ୍ଡ ଦେଖିବାକୁ!-->…
ଗୋଡାଇ ଗୋଡାଇ ହାଣିଲେ, ୨ ଗୁରୁତର
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜଧାନୀରେ ଅପରାଧୀମାନେ ପୁଲିସ୍କୁ ଭୟକରୁ ନାହାନ୍ତି । ପୁଲିସ୍ ଉପସ୍ଥିତିରେ ଆତଙ୍କ ଖେଳାଉଛନ୍ତି ।!-->…
ମା’ କୋଳକୁ ଫେରିଲା ପୁଅ
ବାରିପଦା,(ବି.ବି.ନୁ୍ୟଜ୍): ଦୀର୍ଘ ୪ ମାସର କଷରତ ପରେ ମା’ କୋଳକୁ ଫେରିଛି ନବଜାତ ସନ୍ତାନ । ଦୀର୍ଘଦିନ ବିଚ୍ଛେଦର ଯନ୍ତ୍ରଣା ପରେ ପୁଅକୁ!-->…
ଆନ୍ଧ୍ର ମାଫିଆଙ୍କ କବ୍ଜାରେ ଓଡ଼ିଶାର ଜମି
ରାମନାଗୁଡ଼ା,(ବି.ବି.ନୁ୍ୟଜ୍): ଆନ୍ଧ୍ରପ୍ରଦେଶ ମାଫିଆଙ୍କ କବ୍ଜାରେ ରହିଛି ଓଡିÿଶାର ଶତାଧିକ ଏକର ଜମି । ଏ ସମ୍ପର୍କରେ ପ୍ରଶାସନ ପାଖରେ!-->…
ମୃତ ବ୍ୟକ୍ତିଙ୍କ ନାଁରେ ପାଇଖାନା ଟଙ୍କା ହଡ଼ପ
ବୋରିଗୁମ୍ମା,(ବି.ବି.ନୁ୍ୟଜ୍): ମୃତ ବ୍ୟକ୍ତିଙ୍କ ନାଁରେ ଶୌଚାଳୟ ଟଙ୍କା ଉଠାଇ ହଡପ କରାଯାଇଛି । ଏପରି କି ଆଧାରକାର୍ଡ ନଥିବା ପୂର୍ବତନ!-->…
୩୬ ଗିରଫ, ୧୯ କୁଇଣ୍ଟାଲ ଗଞ୍ଜେଇ ଜବତ
ମାଲକାନଗିରି,(ବି.ବି.ନୁ୍ୟଜ୍): ଗଞ୍ଜେଇ ମାଫିଆଙ୍କ ଟାଙ୍ଗିଆ ଚୋଟରେ ହୋମଗାର୍ଡ ବନବାସୀ ମହାରଣାଙ୍କ ମୃତୁ୍ୟ ମାମଲାରେ ପୁଲିସ ୩୬ ଜଣଙ୍କୁ!-->…
ସାର ପାଇଁ ଚାଷୀଙ୍କ ହରତାଳ
ମାଲକାନଗିରି,(ବି.ବି.ନୁ୍ୟଜ୍): ଆବଶ୍ୟକଠାରୁ କମ୍ ପରିମାଣର ସାର ଆସିବାରୁ ତାତିଲେ ଚାଷୀ । ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପାଖାପାଖି ୫!-->…
୨୪ ବାଇକ୍ ଜବତ, ଗୃହରକ୍ଷୀ ସହ ୬ ଗିରଫ
ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଗଜପତି ପୁଲିସ ସୋମବାର ଏକ ବାଇକ୍ ଚୋର ର୍ୟାକେଟକୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ୪ଟି!-->…

