Browsing Category
ଅନ୍ୟାନ୍ୟ
ଭିଜିଲାନ୍ସ ଜାଲରେ ଆଇଟିଆଇ ଅଧ୍ୟକ୍ଷ
ନୂଆପଡ଼ା,(ବି.ବି.ନୁ୍ୟଜ୍): ନୂଆପଡ଼ା ଜିଲ୍ଲା ଖରିଆରରୋଡ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆ) ଅଧ୍ୟକ୍ଷ ବିଭୂତି ଭୁଷଣ ସାହୁ(୫୪)!-->…
ରେସନ କାର୍ଡ ନାହିଁ, ଛତୁ ବିକିଲେ ଚୂଲି ଜଳୁଛି
କେନ୍ଦୁଝର,(ବି.ବି.ନୁ୍ୟଜ୍): କାଠ, ଝାଟିରେ ଚାଖଣ୍ଡେ ଘର । ବର୍ଷା ପାଣି ଏପଟେ ପଶି ସେପଟେ ପାର ହୋଇଯାଉଛି । ଘର ବାହାରେ ୩ଟି ପଥର!-->…
ପୋଖରୀରେ ବୁଡ଼ି ମା’, ଝିଅ ମୃତ
ରାଇଘର,(ବି.ବି.ନୁ୍ୟଜ୍): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାଟଭରଣ୍ଡିଠାରେ ମଙ୍ଗଳବାର ପୋଖରୀରେ ବୁଡି ଜଣେ ମହିଳା ଓ ତାଙ୍କର ୧୧ ମାସର!-->…
ଗ୍ରାମସାଥୀଙ୍କୁ ଅପହରଣ, ୧୨ ଘଣ୍ଟା ପରେ ଖଲାସ
ଫୁଲବାଣୀ, (ବି.ବି.ନୁ୍ୟଜ୍): କନ୍ଧମାଳରେ ପୁଣି ମାଓବାଦୀ ନିଜର ସ୍ଥିତି ଜାହିର କରିଛନ୍ତି । ଲଗାତର ୩ ଦିନ ଧରି ମାଓ ସଂଗଠନ ଜିଲ୍ଲାର!-->…
୧.୩୦ କୋଟି ଟଙ୍କାର ବ୍ରାଉନ୍ସୁଗର ଜବତ, ଛାତ୍ର ଗିରଫ
ବାଲେଶ୍ୱର,(ବି.ବି.ନୁ୍ୟଜ୍): ରାଜ୍ୟ ଅବକାରୀ ବିଭାଗର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ୍)ର ଏକ ଟିମ୍ ସୋମବାର ବିଳମ୍ବିତ ରାତି୍ରରେ!-->…
ଟ୍ରାକ୍ଟର ଓଲଟି ୩୦ ଆହତ
ନାରାୟଣପାଟଣା,(ବି.ବି.ନୁ୍ୟଜ୍): ନାରାୟଣପାଟଣା ବ୍ଲକରେ ଆଜି ଏକ ଟ୍ରାକ୍ଟର ଓଲଟି ୩୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ଅଛନ୍ତି!-->…
ଓଲଟା ଉଡ଼ିଲା ଜାତୀୟ ପତାକା
ମାଲକାନଗିରି,(ବି.ବି.ନୁ୍ୟଜ୍): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜାତୀୟ ପତାକା ଓଲଟା ଉଡିବା ଭଳି ଏକ ଅଭାବନୀୟ ଘଟଣା ମଙ୍ଗଳବାର ଏଠାରେ!-->…
ଲୁହା ପାଇପ ତଳେ ଚାପି ହୋଇ ଶ୍ରମିକ ମୃତ
ନବରଙ୍ଗପୁର,(ବି.ବି.ନୁ୍ୟଜ୍):ପାପଡାହାଣ୍ଡି ଥାନା ତୁମ୍ବର୍ଲା ଓ ଲହରାକାନୀ ଗାଁ ପାଖରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ଟ୍ରକ୍ରୁ!-->…
ଅବହେଳା ପ୍ରତିବାଦରେ ଆଦର୍ଶ ଗାଁ ହରିପୁରର କାଦ ପଚପଚ ରାସ୍ତାରେ…
ଆଦର୍ଶ ଗାଁ ହରିପୁର।ହେଲେ ଗାଁକୁ ନାହିଁ ଭଲ ରାସ୍ତାଟିଏ। ସାମାନ୍ୟ ଟିକିଏ ବର୍ଷା ହେଲେ କାଦ ପଚପଚ ଅବସ୍ଥା ହୋଇ ଲୋକଙ୍କ ପାଇଁ ଯାତାୟତ!-->…
ଦେଶର ଶ୍ରେÂ ବିଧାୟକ ତାଲିକାରେ ପ୍ରଣବ-ତାରା
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଦେଶର ଶ୍ରେÂ ବିଧାୟକ ତାଲିକାରେ ସ୍ଥାନ ପାଇଛନ୍ତି ଦୁଇ ଓଡ଼ିଆ ବିଧାୟକ!-->…

