Browsing Category
ଅନ୍ୟାନ୍ୟ
କେଉଁଠି ଗଡ଼ିଲା ତ କେଉଁଠି ଗଡ଼ିଲାନି ଘରୋଇ ବସ୍
ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଲକ୍ଡାଉନ୍ ଯୋଗୁ ଦୀର୍ଘ ୨ମାସର ବ୍ୟବଧାନ ପରେ ଆଜିଠାରୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍ । ରାଜ୍ୟ ସରକାରଙ୍କ!-->…
‘ଅନ୍ଲାଇନ୍ରେ ଡିପୋଜିଟ୍ କରନ୍ତୁ ମେ ମାସ ବିଦୁ୍ୟତ୍ ବିଲ୍, ମିଳିବ…
ଭୁବନେଶ୍ୱର, (ବି.ବି.ବୁ୍ୟରୋ): ମେ ମାସ ବିଦୁ୍ୟତ୍ ବିଲ୍ରେ କୌଣସି ଅଧିକ ଚର୍ଜ ଲାଗୁ କରାଯିବ ନାହିଁ । ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ!-->…
ଆଇସିୟୁରେ ଅଛନ୍ତି, ସୁସ୍ଥ ହେଉଛନ୍ତି ବିଜୟ ମହାନ୍ତି
ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଓଲିଉଡ୍ର ବରିÂ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ କ୍ରମଶଃ ସୁଧାର ଆସୁଛି । ହେଲେ ଏବେ ବି!-->…
‘ସୁଧୁରୁଛି ସ୍ଥିତି, ଜୁନ୍ ୧ ସୁଦ୍ଧା ସ୍ୱାଭାବିକ ହେବ ବସ୍ ଚଳାଚଳ’
ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଦୀର୍ଘ ୨ମାସ ପରେ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବସ୍ ଚଳାଚଳ ଆରମ୍ଭ ହୋଇଛି । ହେଲେ ସ୍ଥିତି!-->…
ଏବର୍ଷ ନିଶାର୍ଦ୍ଧରେ ସ୍ନାନତ୍ରା ପହଣ୍ଡି
ପୁରୀ, (ବି.ବି.ନୁ୍ୟଜ୍): ଏବର୍ଷ ରାତି ୧ଟାରୁ ୪ଟା ମଧ୍ୟରେ ହେବ ସ୍ନାନଯାତ୍ରା ପହଣ୍ଡି । ଛତିଶା ନିଯୋଗ ସହ ମିଟିଂ ପରେ ଶ୍ରୀମନ୍ଦିର!-->…
କ୍ୱାରେଣ୍ଟାଇନ୍ ସେଣ୍ଟରରେ ପଡ଼ିଲା ବରଣମାଳା
କୋଣାର୍କ, (ବି.ବି.ବୁ୍ୟରୋ): ଲକ୍ଡାଉନ୍ ପୂର୍ବରୁ ହୋଇଥିଲା ପ୍ରେମ । ହେଲେ ସେହି ପ୍ରେମକୁ ପରିବାର ଲୋକେ ଦେଲେନି ସ୍ୱୀକୃତି ।!-->…
ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ପ୍ରତି ଗାଁରେ ସର୍ବନିମ୍ନ ୨ଟି…
ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଆସନ୍ତା ଜୁନ୍ ମାସ ପ୍ରଥମ ସପ୍ତାହ ସୁଦ୍ଧା ପ୍ରତି ଗାଁରେ ସର୍ବନିମ୍ନ ୨ଟି ପ୍ରକଳ୍ପକୁ ଯୁଦ୍ଧକାଳୀନ!-->…
ଦୁଇ ପିଏଲ୍ଏଫ୍ଆଇ ସଦସ୍ୟ ଗିରଫ
ରାଉରକେଲା, (ବି.ବି.ନୁ୍ୟଜ୍): ଓଡ଼ିଶାର ବୀରମିତ୍ରପୁର, ଝାରଖଣ୍ଡ ଓ ଛତିଶଗଡ଼ରେ ସକ୍ରିୟ ଥିବା ପିଏଲ୍ଏଫ୍ଆଇ ସଙ୍ଗଠନର ଜେନେରାଲ କମାଣ୍ଡର!-->…
ଯବାନଙ୍କ ସହ ମୁହାଁମୁହିଁ ହେଲେ ନକ୍ସଲ!
ବରଗଡ଼, (ବି.ବି.ନୁ୍ୟଜ୍): ଯବାନଙ୍କୁ ଚକ୍ମା ଦେବା ପାଇଁ ସବୁଜ ୟୁନିଫର୍ମ ପିନ୍ଧି ନର ସଂହାର କରିବାକୁ ଆସିଥିଲେ ନକ୍ସଲ! ଏହା ଜାଣିପାରି!-->…
ନଦୀରେ ମାଠିଆ ଭିତରେ ଥିଲା ବଜ୍ରକାପ୍ତା କାତି: ଧରିଲା ବନ ବିଭାଗ
ରେଢ଼ାଖୋଲ, (ବି.ବି.ନୁ୍ୟଜ୍): ବଜ୍ରକାପ୍ତା ଚୋରାଚାଲାଣର ଅଭିନବ ଉପାୟ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ । ବନ ବିଭାଗ!-->…

