Browsing Category
ଅନ୍ୟାନ୍ୟ
ଜୁନ୍ ୧ରୁ ଇଷ୍ଟକୋଷ୍ଟ ପକ୍ଷରୁ ଗଡ଼ିବ ୧୨ ଯୋଡ଼ା ଟ୍ରେନ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜୁନ୍ ୧ରୁ ଇଷ୍ଟକୋଷ୍ଟ ପକ୍ଷରୁ ୧୨ ଯୋଡ଼ା ଟ୍ରେନ୍ ଚାଲିବ । ଇଷ୍ଟକୋଷ୍ଟ ପକ୍ଷରୁ ଟ୍ରେନ୍ଗୁଡିକର ନାଁ!-->…
ସାମାନ୍ୟ କଥା କଟାକଟିରୁ ବର୍ବର କାଣ୍ଡ
ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ସାମାନ୍ୟ କଥା କଟାକଟିରୁ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାନ ହୋଇଥିବା ଅଭିଯୋଗ ହୋଇଛି । ଏପରିକି!-->…
ଓଲଟିଲା ପ୍ରବାସୀ ଶ୍ରମିକଙ୍କ ବସ୍
ଜଳେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲ୍ଗେଟ୍ ନିକଟରେ ଏକ ପ୍ରବାସୀ ଶ୍ରମିକଙ୍କ ବସ୍!-->…
ପୁଣି ଚିହ୍ନଟ ହେଲେ ୫୧ କରୋନା ଆକ୍ରାନ୍ତ, ମୃତୁ୍ୟ ସଂଖ୍ୟା ୭…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ ଆଉ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କ ମୃତୁ୍ୟ ହୋଇଛି । ଫଳରେ ରାଜ୍ୟରେ କରୋନା!-->…
ମାଲକାନଗିରିରେ ୩ କରୋନା ପଜିିଟିଭ
ମାଲକାନଗିରି, (ସତ୍ୟପ୍ରକାଶ ସାମଲ): କରୋନା ରୋଗୀ ତାଲିକାରେ ଯୋଡ଼ି ହୋଇଯାଇଛି ଆଜି ପର୍ଯ୍ୟନ୍ତ ଗ୍ରୀନ୍ ଜୋନ୍ରେ ଥିବା ମାଲକାନଗିରି!-->…
ଦୀଘାର ଦକ୍ଷିଣ-ପୂର୍ବ ଦିଗର ୯୫ କିଲୋମିଟର ଦୂରରେ ବାତ୍ୟା
ଭୁବନେଶ୍ବର: ବାତ୍ୟା ଅମ୍ପାନ ଦିଗ ବଳାଇ ସହ ନିକଟତର ହୋଇଛି। ଦୀଘାର ଦକ୍ଷିଣ-ପୂର୍ବ ଦିଗର ୯୫ କିଲୋମିଟର ଦୂରରେ ବାତ୍ୟା ‘ଅମ୍ଫାନ’।!-->…
ମାଛ ଧରିବା ବେଳେ ପାଣି ବୁଡ଼ି ଜଣେ ମୃତ୍ୟୁ
କଣ୍ଟାବାଞ୍ଜି: ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମାଛ ଧରିବାବେଳେ ପାଣି ବୁଡ଼ି ଜଣେ ମାଛ ଧରାଳିଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗୀର!-->…
କ୍ବାରେଣ୍ଟାଇନ୍ ସେଣ୍ଟରରେ ଯୁବକଙ୍କ ମୃତ୍ୟୁ
ନୟାଗଡ: ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନୟଗଡ଼ା ବାହାଡ଼ାଝୋଲା କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ଭଜକୃଷ୍ଣ ବେହେରାଙ୍କ ମୃତ୍ୟୁ!-->…
ରାସ୍ତାରୁ ଗଛ ହଟାଇ ପ୍ରସୂତିଙ୍କୁ ଡାକ୍ତରଖାନା ନେଲେ ଅଗ୍ନିଶମ…
କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ବାତ୍ୟା ଅମ୍ଫାନ୍ ବେଳେ ଦେବଦୂତ ସାଜିଛନ୍ତି ଅଗ୍ନିାମ ବିଭାଗର କର୍ମଚାରୀ । ରାସ୍ତାରୁ ଗଛ ସଫା କରି!-->…
ପାରାଦୀପରେ ଅଧିକ ବର୍ଷା ଓ ପବନ
ଜଗତସିଂହପୁର/ପାରାଦୀପ,(ବି.ବି.ନୁ୍ୟଜ୍): ଅମ୍ଫାନ ବୁଧବାର ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ!-->…

