Browsing Category
ଅନ୍ୟାନ୍ୟ
ଭଦ୍ରକ ଜିଲ୍ଲାରେ ବି ଲାଗୁ ହେଲା କର୍ଫୁ୍ୟ
ଭଦ୍ରକ,(ବି.ବି.ନୁ୍ୟଜ୍): ରେଡ୍ଜୋନ୍ରେ ଥିବା ଭଦ୍ରକ ଜିଲ୍ଲାରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ କର୍ଫୁ୍ୟ ଜାରି ହୋଇଛି । ଏନେଇ ଜିଲ୍ଲା!-->…
ନିଟ୍ ଏବଂ ଜେଇଇ ମେନ୍ ପରୀକ୍ଷା ତାରିଖ ଘୋଷଣା
ନୂଆଦିଲ୍ଲୀ: ଜେଇଇ ମେନ୍ ଏବଂ ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ଘୋଷଣା ହେଲା ନୂଆ ତାରିଖ । ଜୁଲାଇ ୧୮ରୁ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠତି!-->…
ଗ୍ୟାସ୍ ଟାଙ୍କି ଫାଟି ୩ ଆହତ
ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲା ସାତ ନମ୍ବର ଥାନା ଅନ୍ତର୍ଗତ ୫ ନମ୍ବର ସେକ୍ଟର ସ୍ଥିତ କବି ସମ୍ରାଟ ପାଲ୍ଲୀରେ ରୋସେଇ ଗ୍ୟାସ!-->…
କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚମ୍ପଟ ମାରିଲା ମୋଷ୍ଟ ଓ୍ବାଣ୍ଟେଡ୍…
ଝାରସୁଗୁଡ଼ା: ଝାରସୁଗୁଡ଼ାର ଏକ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚମ୍ପଟ ମାରିଲା ଜଣେ ଅପରାଧୀ। ୧୦ ଦିନ ତଳେ ରାଉରକେଲା ନାଲା ରୋଡ ଅଞ୍ଚଳର!-->…
କରୋନା ବିରୋଧୀ ଲଢେଇରେ ଏକଜୁଟ ହେବାକୁ ଆହ୍ୱାନ କଲେ…
ନୂଆଦିଲ୍ଲୀ : ଆଜି ଫେସବୁକ ଲାଇଭ ଜରିଆରେ ଲୋକଙ୍କୁ କରୋନା ସମ୍ପର୍କିତ ସଚେତନତା ବାର୍ତ୍ତା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର!-->…
‘ଗାଁରେ ପାଦ ଦେଲେ କିରୋସିନି ଢ଼ାଳି ଜାଳି ଦେବୁ’
କରଞ୍ଜିଆ,(ବି.ବି.ନୁ୍ୟଜ୍): କରୋନା ହଟସ୍ପଟ ପାଲଟିଥିବା ଯାଜପୁରରୁ ଫେରିଥିବାରୁ ଗାଁରେ ପଶିପାରୁ ନାହାନ୍ତି ୨ ମହିଳାଙ୍କ ସମେତ ୫ ଶ୍ରମିକ!-->…
କରେଣ୍ଟଟାଇନ୍ ସେଣ୍ଟର ଛାଡ଼ି ନଯିବାକୁ ହାତ ଯୋଡ଼ି ଅନୁରୋଧ କଲେ…
ବ୍ରହ୍ମପୁର,(ବି.ବି.ନୁ୍ୟଜ୍): କରେଣ୍ଟଟାଇନ୍ ସେଣ୍ଟର ଛାଡ଼ି ନଯିବାକୁ ପ୍ରବାସୀ ଓଡ଼ିଆଙ୍କୁ ହାତଯୋଡ଼ି ଅନୁରୋଧ କଲେ ଏସ୍ପି । ଆଉ ଏହାର!-->…
କରୋନା ଭୟରେ ମରିଗଲା ମାନବିକତା: ଶବ ଦାହ କରୁନାହାନ୍ତି ଗ୍ରାମବାସୀ
ବାଲେଶ୍ୱର,(ବି.ବି.ନୁ୍ୟଜ୍): କରୋନା ଭୟରେ ହଜିଗଲା ମାନବିକତା । କାଲିଠାରୁ ଗାଁରେ ମୃତଦେହ ପଡ଼ି ରହିଥିବା ବେଳେ ଶବ ଦାହ କରିବାକୁ ଅମଙ୍ଗ!-->…
କରେଣ୍ଟଟାଇନ୍ ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁÂାନ
ଭୁବନେଶ୍ୱର,(ବି.ବି.ବୁ୍ୟରୋ୍): ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ରହିବା, ଖାଇବା ନିମନ୍ତେ ରାଜ୍ୟ ସରକାର କରେଣ୍ଟଟାଇନ୍!-->…
ଖୁବ୍ ଶୀଘ୍ର ଗ୍ରୀନ୍ ଜୋନ୍ରେ ଗଡ଼ିବ ବସ୍: ପରିବହନ ମନ୍ତ୍ରୀ
ଭୁବନେଶ୍ୱର,(ବି.ବି.ବୁ୍ୟରୋ୍): ଗ୍ରୀନ ଜୋନରେ ଯାତ୍ରୀବାହୀ ବସ୍ ଚାଲିବା ନେଇ ସମ୍ଭାବନା ଦେଖାଦେଇଛି । ଏ ନେଇ ସୂଚନା ଦେଇଛନ୍ତି ପରିବହନ!-->…

