Browsing Category
ଅନ୍ୟାନ୍ୟ
କରୋନା କବଳରେ ୧୮୮ ଦେଶ
ଦିନକୁ ଦିନ କରୋନା ମହାମାରୀ ବିଶ୍ୱରେ କାୟା ମେଲାଇବାରେ ଲାଗିଛି । ରବିବାର ସୁଦ୍ଧା ବିଶ୍ୱର ୧୮୮ଟି ଦେଶକୁ ଏହା କବଳିତ କରିସାରିଛି ।!-->…
ଇଟାଲୀରେ ଗୋଟିଏ ଦିନରେ ୭୯୩ ମୃତ
କରୋନା ଭାଇରସ୍ ସଂକ୍ରମଣର ନୂଆ ଉପôତ୍ତିସ୍ଥଳ ପାଲଟିଛି ଇଟାଲୀ । ଇଟାଲୀରେ ଏପର୍ଯ୍ୟନ୍ତ ୫୩, ୫୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲା ବେଳେ!-->…
ତାଳି,ଶଙ୍ଖ, ଘଣ୍ଟନାଦରେ କମ୍ପିଲା ରାଜ୍ୟ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରବିବାର ଅପରାହ୍ନ ୫ଟା ହେବା ମାତ୍ରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ସବୁଠି ଶୁଭିଥିଲା!-->…
କରୋନା ମୁକାବିଲା ପାଇଁ ଓଡ଼ିଶା ଏକଜୁଟ୍
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଗରୁ ଏଭଳି କେବେ ଦେଖିବାକୁ ମିଳିନଥିଲା । କିନ୍ତୁ ଆଜି ସମ୍ପୂର୍ଣ୍ଣ ଓଡ଼ିଶା ସ୍ୱତଃପ୍ରବୃତ୍ତ ଠପ୍!-->…
ଦୀର୍ଘ ଲଢେ଼ଇର ଅୟମାରମ୍ଭ: ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କର୍ଫୁ୍ୟ ଆହ୍ୱାନକୁ ଦେଶବାସୀ ସମର୍ଥନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ!-->…
ସମଗ୍ର ଦେଶ ପାଳିଲା ଜନତା କର୍ଫୁ୍ୟ
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ (କୋଭିଡ୍-୧୯) ସଂକ୍ରମଣ ବଢ଼ିବାରେ ଲାଗିଛି । ରବିବାର ଆଉ କେତୋଟି ସଂକ୍ରମଣ ମାମଲା ସାମ୍ନାକୁ ଆସିବା!-->…
କରୋନା ଲଢେ଼ଇ ପାଇଁ ସହଯୋଗ ମାଗିଲେ ମୁଖ୍ୟମନ୍ତ୍ରୀ:୫ ଜିଲ୍ଲା ‘ଲକ୍…
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାମାରୀ କରୋନା କବଳରୁ ଜନସାଧାରଣଙ୍କୁ ସୁରକ୍ଷିତ ରଖିବାକୁ ୫ ଜିଲ୍ଲା ହେବ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ।!-->…
ବିଜେପିରେ ସାମିଲ ହେଲେ କଂଗ୍ରେସର ବିଦ୍ରୋହୀ ୨୧ ପୂର୍ବତନ…
ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ୧୨ ଦିନ ଧରି ଡେରା ପକାଇଥିବା କଂଗ୍ରେସର ବିଦ୍ରୋହୀ ୨୧ ପୂର୍ବତନ ବିଧାୟକ ଶନିବାର ବିଜେପିରେ ସାମିଲ!-->…
ନେସ୍କୋ ଗୋଦାମରେ ନିଆଁ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଶୋଭାରାମପୁରଠାରେ ଥିବା ନେସ୍କୋ ଗୋଦାମରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏଥିରେ ଶହଶହ ଟ୍ରାନ୍ସଫର୍ମର!-->…
ଗଣମାଧ୍ୟମ ଉପରେ କଟକଣା: ‘କରୋନା’ ରୋଗୀଙ୍କ ନାଁ କହିଲେ…
ଭୁବନେଶ୍ୱର: ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ନାମ ଓ ସେମାନଙ୍କ ସମ୍ପର୍କୀୟଙ୍କ ନାମ ଯେପରି ଗଣମାଧ୍ୟମରେ ପ୍ରକାଶିତ ନହୁଏ, ଏନେଇ କଟକଣା!-->…

