Browsing Category
ଅନ୍ୟାନ୍ୟ
ଜଙ୍ଗଲିଆ ରାସ୍ତାରେ ୫ କିମି ବୁହାହେଲେ ଗର୍ଭବତୀ
ରାୟଗଡ଼ା,(ବି.ବି.ନୁ୍ୟଜ୍): ରାୟଗଡ଼ା ଜିଲ୍ଲାରେ ଥମିବାର ନାଁ ନେଉନି ଜନନୀ ଯନ୍ତ୍ରଣା । ବୁଧବାର ଜଣେ ଗର୍ଭବତୀଙ୍କୁ ଜଙ୍ଗଲିଆ ରାସ୍ତାରେ!-->…
ଦୁର୍ଦ୍ଧାନ୍ତ ମାଓବାଦୀ ସହ ୭ ମିଲିସିଆଙ୍କ ଆତ୍ମସମର୍ପଣ
ମାଲକାନଗିରି,(ବି.ବି.ନୁ୍ୟଜ୍): ମାଲକାନଗିରି ପୁଲିସକୁ ଆଜି ବଡଧରଣର ସଫଳତା ମିଳିଛି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଏଓବି କ୍ୟାଡର୍!-->…
ଚାକିରି ନାଁରେ ଠକେଇ ସଂପୃକ୍ତି ସନେ୍ଦହ
ବାଲେଶ୍ୱର,(ବି.ବି.ନୁ୍ୟଜ୍): ଜଣେ ନକଲି ଟ୍ରାଭେଲିଂ ଟିକଟ ଏକ୍ଜାମିନର(ଟିଟିଇ) ବୁଧବାର ଧରାପଡ଼ିଛି । ନିଜକୁ ଟିଟିଇ ପରିଚୟ ଦେଇ ବିନା!-->…
୧୪୪ ବଳବତ୍ତର, ଆଜି ବି ମାର୍କେଟ ବନ୍ଦ
ବ୍ରହ୍ମପୁର, (ବି.ବି.ନୁ୍ୟଜ୍): କରୋନା ଭାଇରସ୍ ମୁକାବିଲା କରିବାକୁ ଗଞ୍ଜାମରେ ୧୪୪ଧାରା ବଳବତ୍ତର ରହିଛି । ପ୍ରଶାସନ ପକ୍ଷରୁ ବାରମ୍ବାର!-->…
କ୍ୱାରେଣ୍ଟାଇନ୍ରେ ରହିବ ବିଦେଶ ଜାହାଜ
ଛତ୍ରପୁର,(ବି.ବି.ନୁ୍ୟଜ୍): କରୋନା ସଂକ୍ରମଣ ରୋକିବାକୁ ଗୋପାଳପୁର ପୋର୍ଟ ଲିମିଟେଡ୍ (ଜିପିଏଲ୍) ସମସ୍ତ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା!-->…
ମହଙ୍ଗା ପଡ଼ିଲା ସୋସିଆଲ ମିଡ଼ିଆରେ କରୋନା ଗୁଜବ:ବନ୍ଧାହେଲେ ଦୁଇ
ତାଳଚେର/ଗଁଦିଆ,(ବି.ବି.ନୁ୍ୟଜ୍): ସୋସିଆଲ୍ ମିଡିଆରେ ‘କରୋନା’ ନେଇ ଗୁଜବ ପ୍ରଚାର କରିବା ମହଙ୍ଗା ପଡ଼ିଲା । ଗୁଜବ ପ୍ରଚାର କରିବା ନେଇ!-->…
୩ ଦିନରେ ଅଣ୍ଡା ଦେଲେଣି ୨ ଲକ୍ଷ କଇଁଛ
ରାଜନଗର,(ବି.ବି.ନୁ୍ୟଜ୍): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଏବେ ଅଲିଭ୍ରିଡ୍ଲେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଚାଲୁ ରହିଛି । ୩!-->…
ଗଜପତିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ସତର୍କତା ନେଇ ସରକାର ନିଦେ୍ର୍ଧଶନାମା ଜାରି କରିବା ପରେ ବିଦେଶରୁ ଫେରିଥିବା ୧୨୩୯ ଜଣ ଆଜି!-->…
ଭାରତରେ ତୃତୀୟ କରୋନା ମୃତୁ୍ୟ
ନୂଆଦିଲ୍ଲୀ: ଭାରତରେ ଆଉ ଜଣେ କରୋନା ଭାଇରସ୍ (କୋଭିଡ୍-୧୯) ସଂକ୍ରମିତ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଛି । ୬୪ ବର୍ଷୀୟ ଏହି ବ୍ୟକ୍ତି ଜଣକ!-->…
ମୋବାଇଲ୍ ଫୋନ୍ ପାଇଁ ସାବଧାନ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମୋବାଇଲ୍ ବ୍ୟବହାରକାରୀ ସାବଧାନ । ମୋବାଇଲ୍ରୁ ମଧ୍ୟ କରୋନା ସଂକ୍ରମଣ ଆଶଙ୍କା ରହିଛି । ତେଣୁ ମୋବାଇଲ୍!-->…

