Browsing Category
ଅନ୍ୟାନ୍ୟ
ଦୁର୍ଘଟଣାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ
ଭଦ୍ରକ , (ବି.ବି.ନୁ୍ୟଜ୍): ସାଙ୍ଗ ହୋଇ ଖେଳୁଥିଲେ । ସାଥି ହୋଇ ବୁଲୁଥିଲେ । ଏମିତି ସମୟ ଆସିଲା, ଦୁଇ ଜଣ ଏକାଠି ହୋଇ ଆରପାରିକୁ!-->…
ପୁରସ୍କୃତ ହେଲେ ସାହସୀ ଛାତ୍ରୀ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରୋଡ ରୋମିଓଙ୍କୁ ସାବାଡ୍ କରି ଚର୍ଚ୍ଚାକୁ ଆସିଥିବା ଯୁବତୀଙ୍କୁ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ପୁରସ୍କୃତ!-->…
ଫାଇନ୍ ନେଲେ,ହେଲମେଟ୍ ଦେଲେ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଫାଇନ୍ ନେଲେ, ବଦଳରେ ହେଲ୍ମେଟ୍ ଦେଲେ । ସଡ଼କ ସଚେତନ ପାଇଁ ଏମିତି ଅଭିନବ ଉପାୟ ଆପଣାଇଛି ଟ୍ରାଫିକ୍!-->…
ପୁଲିସ-ପୂଜା କମିଟି ସମନ୍ୱୟ ବୈଠକ
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦୁର୍ଗାପୂଜା ଆସନ୍ନ । ଚଳଚଞ୍ଚଳ ହୋଇ ଉଠିଲାଣି ରାଜଧାନୀ ଓ ଏହାର ଉପକଣ୍ଠ । ପ୍ରାୟ ସବୁ ପୂଜା ମଣ୍ଡପରେ!-->…
ଏରସମା ନାବାଳିକା ବଳାକ୍ରାର ଓ ହତ୍ୟା ମାମଲା: ଜଗତସିଂହପୁର…
ଜଗତସିଂହପୁର,(ବି.ବି.ନୁ୍ୟଜ୍): ଦେଢ଼ ବର୍ଷ ତଳେ ଏରସମା ଗଡ଼ହରିଶପୁରରେ ଘଟିଥିବା ଲୋମହର୍ଷଣକାରୀ ନାବାଳିକା ବଳାକ୍ରାର ଓ ହତ୍ୟା ମାମଲାର!-->…
ନୂଆ ମୋଟର ଯାନ ଆଇନ:ମଦୁଆଙ୍କୁ ନାହିଁ ମାଫ୍
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମଦୁଆଙ୍କୁ ଆଦୌ ମାଫ୍ କରାଯିବନି । ନୂଆ ମୋଟର ଯାନ ଆଇନରେ ମଦ୍ୟପ ଡ୍ରାଇଭରଙ୍କ ପ୍ରତି ସାମାନ୍ୟ କୋହଳ!-->…
ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ : କରିବାରୁ ପତ୍ନୀଙ୍କ ଜୀବନ…
ବାଲିଆାଳ,(ବି.ବି.ନୁ୍ୟଜ୍): ସ୍ୱାମୀଙ୍କର ପରକୀୟା ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କ ଜୀବନ ଗଲା । ସ୍ୱାମୀ ନିଜ ସ୍ତ୍ରୀକୁ ିଟିିଟି!-->…
‘ସିଙ୍ଗର୍’ର ନୂଆ ସୋ’ ରୁମ୍ ଉଦ୍ଘାଟିତ
କଟକ,(ବି.ବି.ବୁ୍ୟରୋ): ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ବ୍ୟବସାୟ କ୍ଷେତ୍ରରେ ଦୀର୍ଘ ୧୭୦ ବର୍ଷ ଧରି ଲୋକଙ୍କ ମନ ଜିଣି ଆସୁଥିବା ‘ସିଙ୍ଗର୍’!-->…
ସୁରକ୍ଷିତ ଅଛି ‘ବିକ୍ରମ’
ବେଙ୍ଗାଲୁରୁ: ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଠାବ କରାଯାଇଥିବା ଲ୍ୟାଣ୍ଡର ‘ବିକ୍ରମ’ ସୁରକ୍ଷିତ ରହିଛି । କିନ୍ତୁ ଏହା ସାମାନ୍ୟ ଢଳି!-->…
କୁକୁଡ଼ା ଫାର୍ମରେ ନକଲି ମଦ କାରଖାନା:୪ ଗିରଫ
ଦିଗପହଣ୍ଡି, (ବି.ବି.ନୁ୍ୟଜ୍): କୁକୁଡ଼ା ଫାର୍ମ ହାଉସରେ ନକଲି ମଦ କାରଖାନା । ତିଆରି ହେଉଥିଲା ବିଭିନ୍ନ ବ୍ରାଣ୍ଡ୍ର ବିଦେଶୀ ମଦ ।!-->…

